Cricketଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମOdisha Sports BureauSeptember 13, 2021 by Odisha Sports BureauSeptember 13, 20210402 ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ...
Cricketଆଇପିଏଲର ଦୁଇ ଦଳକୁ ଝଟକାOdisha Sports BureauSeptember 11, 2021 by Odisha Sports BureauSeptember 11, 20210367 ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି...
Cricketବଦଳିବ ଆଇପିଏଲର ରୂପରେଖOdisha Sports BureauAugust 18, 2021August 18, 2021 by Odisha Sports BureauAugust 18, 2021August 18, 20210247 ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ ପୁଣି ଥରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଆସନ୍ତା ସିଜନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ତେବେ...
Cricketବଦଳିଲା ଆଇପିଏଲ ରୁଲOdisha Sports BureauAugust 9, 2021 by Odisha Sports BureauAugust 9, 20210347 ଦୁବାଇ(ଓଡିଶା ସ୍ପୋର୍ଟସ): ଚଳିତ ଆପିଏଲର ବଳକା ମ୍ୟାଚକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ ଖେଳାଯିବ ।...
Cricket୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସାOdisha Sports BureauJuly 10, 2021 by Odisha Sports BureauJuly 10, 20210357 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ...
Cricketସିଏସକେ ପୋଷ୍ଟରେ ଫ୍ୟାନ୍ସ ହେଲେ ଭାବପ୍ରବଣOdisha Sports BureauMay 12, 2021May 12, 2021 by Odisha Sports BureauMay 12, 2021May 12, 20210194 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ମହାମାରୀ ପାଇଁ ବନ୍ଦ ହେବା ସତ୍ତେ୍ୱ ଆଇପିଏଲକୁ ଭୁଲି ପାରୁ ନାହାନ୍ତି କ୍ରିକେଟପ୍ରେମୀ । ନିଜ ପ୍ରିୟ ଫ୍ରଞ୍ଚାଇଜି ଏବଂ ପସନ୍ଦର ଖେଳାଳୀମାନଙ୍କୁ ପ୍ରଶଂସକମାନେ ବହୁତ ମନେ ପକାଉଥିବା ଦେଖାଯାଉଛି...
Cricketଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲିOdisha Sports BureauMay 10, 2021May 10, 2021 by Odisha Sports BureauMay 10, 2021May 10, 20210217 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପରେ ଏହାର ବଳକା ମ୍ୟାଚ ଗୁଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ...
Cricketସିଏସକେର ବଡ଼ ନିଷ୍ପତ୍ତିOdisha Sports BureauMay 9, 2021 by Odisha Sports BureauMay 9, 20210262 ଚେନ୍ନାଇ(ଓଡ଼ିଶା ସ୍ପୋର୍ଟସ): ଭାରତରେ କୋରୋନା ମହାମାରୀର ବିକଟାଳ ରୂପ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଦେଶ ବିଦେଶ ସହାୟତାର ହାତ ବଢାଇଛନ୍ତି। ଏଥିସହିତ ଆଇପିଏଲର ଅନେକ ଫ୍ରଞ୍ଚାଇଜି ମଧ୍ୟ ଦେଶ ପାଇଁ କୋରୋନା ଲଢେଇରେ...
Cricketଆଉ ଜଣେ ଭାରତୀୟ ଖେଳାଳୀଙ୍କୁ କୋରୋନାOdisha Sports BureauMay 8, 2021 by Odisha Sports BureauMay 8, 20210491 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ଚଳିତ ଆଇପିଏଲକୁ କୋରୋନା ମହାମାରୀ ଗ୍ରାସ କରି ସାରିଛି। ଜଣଙ୍କ ପରେ ଜଣେ ଖେଳାଳୀ କୋରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ଆଉ ଜଣେ ଭାରତୀୟ ଖେଳାଳୀ ତଥା କୋଲକାତା ନାଇଟ ରାଇଡର୍ସର...
Cricketଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମାOdisha Sports BureauMay 5, 2021May 7, 2021 by Odisha Sports BureauMay 5, 2021May 7, 20210204 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ଆଇପିଏଲରେ କୋରୋନା ଭୂତାଣୁର କାୟା ବିସ୍ତାର ପରେ ବିସିସିଆଇ ଏହାକୁ ସ୍ଥଗିତ ରଖିଛି । ଅନେକ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବାରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରୋକାଯାଇଛି । ଏହାପରେ...