Cricketଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅOdisha Sports BureauJuly 19, 2024 by Odisha Sports BureauJuly 19, 20240134 କୋରାପୁଟ/ ଦଶରଥ ମାଛ: ଆମେରିକାର ପିଲାଙ୍କୁ କ୍ରିକେଟ ଉପରେ କୋଚିଂ ଦେବେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ସୁଖରାମ ମାଝି ଓ ନକୁଳ ବଡ ନାୟକ । ଭାରତ ଭଳି ଆମେରିକାରେ ଦୃଷ୍ଟିବାଧିତ କ୍ରିକେଟ ଟିମ...
Cricketବଢ଼ିବାରେ ଲାଗିଛି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଚୟନ ବିବାଦOdisha Sports BureauJuly 19, 2024 by Odisha Sports BureauJuly 19, 20240125 ବ୍ୟୁରୋ : ବଢ଼ିବାରେ ଲାଗିଛି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଚୟନ ବିବାଦ | କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ କରିଛନ୍ତି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଆୟୁଷ ମହାନ୍ତିଙ୍କ ବାପା...
Cricketସୁପର-୮ରେ ୩ ଦଳକୁ ଭେଟିବ ଭାରତOdisha Sports BureauJune 17, 2024June 17, 2024 by Odisha Sports BureauJune 17, 2024June 17, 2024096 ଟି ୨୦ ବିଶ୍ୱକପ ୨୦୨୪ ରେ ସୁପର-୮ ଟିମ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁ ପର-୮ରେ ଅଷ୍ଟ୍ରେଲିଆ , ବାଂଲାଦେଶ ଏବଂ ଆଫଗାନିସ୍ତାନ ମ୍ୟାଚ ଖେଳିବେ । ଆଜି ବାଂଲାଦେଶ ନେପାକଳୁ...
Cricketପାକିସ୍ତାନକୁ ୬ ରନ୍ରେ ପରାସ୍ତ କଲା ଭାରତOdisha Sports BureauJune 10, 2024 by Odisha Sports BureauJune 10, 20240126 ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ...
Cricketବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆOdisha Sports BureauJune 6, 2024 by Odisha Sports BureauJune 6, 20240103 ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ...
Cricketମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତOdisha Sports BureauJune 3, 2024 by Odisha Sports BureauJune 3, 20240130 ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ ହେଡ୍ କୋଚ୍ ପାଇଁ ପ୍ରକ୍ରିୟା...
Cricketଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ଦଳକୁ ମିଳିବ ପୁଳାପୁଳା ଟଙ୍କା: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟOdisha Sports BureauMay 31, 2024 by Odisha Sports BureauMay 31, 20240121 ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଜୁନ 2ରୁ ଆରମ୍ଭ ହେଉଛି। ଏଥର ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ...
Tennisତୃତୀୟ ରାଉଣ୍ଡରେ ଜୋକୋଭିକOdisha Sports BureauMay 31, 2024 by Odisha Sports BureauMay 31, 20240153 ପ୍ୟାରିସ୍: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ...
Footballଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍Odisha Sports BureauMay 30, 2024 by Odisha Sports BureauMay 30, 20240154 ଭୁବନେଶ୍ୱର : ଆୟୋଜିତ ହୋଇଯାଇଛି ଓଡିଶା ରଗବୀ ଫୁଟବଲ୍ ଆସୋସିଏସନ୍ (ORFA) ଦ୍ୱାରା ଆୟୋଜିତ ଓଡିଶା ଇଣ୍ଟର ଜିଲ୍ଲା ସିନିୟର ପୁରୁଷ ରଗବୀ 7 ର ଚାମ୍ପିଅନସିପ୍ – 2024” | ଆଜି KIIT...
Footballଓଡିଶା ରଗବୀ ଫୁଟବଲ ବିଜେତାଙ୍କୁ ଟ୍ରଫିOdisha Sports BureauMay 29, 2024 by Odisha Sports BureauMay 29, 20240143 ଓଡିଶା ରଗବୀ ଫୁଟବଲ ଆସୋସିଏସନ (ଓଆରଏଫଏ) ଦ୍ୱାରା ଆୟୋଜିତ ହୋଇଯାଇଛି ଓଡିଶା ଇଣ୍ଟର ଜିଲ୍ଲା ଜୁନିୟର ବାଳକ ରଗବୀ 7 ର ଚାମ୍ପିଅନସିପ୍ – 2024 | KIIT ରଗବୀ ଷ୍ଟାଡିୟମରେ ଆୟୋଜିତ ହୋଇଛି...