Cricketଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନାOdisha Sports BureauDecember 20, 2021 by Odisha Sports BureauDecember 20, 20210128 ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିନ୍ତୁ ଏହାରି ଭିତରେ ସାରା ବିଶ୍ୱକୁ ଘାରିଛି ଓମିକ୍ରନର ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ...
Cricketଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର Odisha Sports BureauDecember 20, 2021 by Odisha Sports BureauDecember 20, 20210221 ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ...
Hockeyମାଟି କାମୁଡିଲା ପାକିସ୍ତାନ; ୩-୧ରେ ଭାରତ ବିଜୟୀOdisha Sports BureauDecember 17, 2021December 17, 2021 by Odisha Sports BureauDecember 17, 2021December 17, 20210126 ଢାକା: ବାଂଲାଦେଶରେ ଚାଲିଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ପ୍ରତିଦ୍ୱନ୍ଦିତାରେ ବାଜି ମାରିଛି ଭାରତ । ପାକିସ୍ତାନକୁ ୩-୧ରେ ହରାଇ ସେମିଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ...
More Sports୨୩୭ ଆଥଲେଟ ସମ୍ମାନିତOdisha Sports BureauDecember 17, 2021 by Odisha Sports BureauDecember 17, 20210221 ଭୁବନେଶ୍ୱର: ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଥଲେଟମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ କ୍ରୀଡା ଏବଂ ଯୁବ ସେବା ବିଭାଗ ଆଜି ରାଜ୍ୟର ୨୩୭ ଜଣ ଆଥଲେଟଙ୍କୁ ସମ୍ମାନିତ କରିଛି । କ୍ରୀଡ଼ା ଏବଂ...
More Sportsକଳିଙ୍ଗ ଷ୍ଟାଡିୟମର ନୂଆ ଅଧ୍ୟାୟOdisha Sports BureauDecember 16, 2021 by Odisha Sports BureauDecember 16, 20210165 ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲେଖାଯାଉଛି ଆଉ ଏକ ନୂଆ ଇତିହାସ । ବିକାଶର ସ୍ୱର୍ଣ୍ଣିମ ଅକ୍ଷରରେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ୱପ୍ରସିଦ୍ଧ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆଜି ପୁଣି...
Hockeyନୂଆ ରୂପରେ ଓଡିଶାକୁ ଫେରୁଛି ହକିOdisha Sports BureauDecember 13, 2021 by Odisha Sports BureauDecember 13, 20210142 ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ ।...
Hockeyଓଡିଶା ପୋଲିସକୁ ବ୍ରୋଞ୍ଜ ପଦକOdisha Sports BureauDecember 11, 2021 by Odisha Sports BureauDecember 11, 20210356 ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ । Congratulations...
Cricketକ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡOdisha Sports BureauDecember 10, 2021 by Odisha Sports BureauDecember 10, 20210141 ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ...
Cricketଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନOdisha Sports BureauDecember 9, 2021 by Odisha Sports BureauDecember 9, 20210293 କଟକ: ବିଜୟ ହାଜରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଆରମ୍ଭ । ଶୁଭ୍ରାଂଶୁ ଶତପଥୀଙ୍କ ଶତକ ଏବଂ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ପାଳି ସହିତ ଓଡିଶା ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ମାତ ଦେଇଛି ।...
Cricketରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତାOdisha Sports BureauDecember 9, 2021 by Odisha Sports BureauDecember 9, 20210264 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ...