Cricketଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀOdisha Sports BureauDecember 3, 2021 by Odisha Sports BureauDecember 3, 20210215 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ୫ ବର୍ଷ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦଳକୁ ଫେରିଛନ୍ତି କ୍ୟାପଟେନ କିଙ୍ଗ...
Hockey୪-୧ରେ ହାରିଲା ଇଜିପ୍ଟOdisha Sports BureauDecember 2, 2021December 2, 2021 by Odisha Sports BureauDecember 2, 2021December 2, 20210347 ଭୁବନେଶ୍ୱର: ମାତ୍ର ଗୋଟିଏ ଗୋଲରେ ଇଜିପ୍ଟକୁ ମାତ ଦେଇଛି ଚିଲି । ଶେଷ ମୁହୂର୍ତ୍ତରେ ରାଇମୁଣ୍ଡୋ ଭାଲେଞ୍ଜୁଏଲା ଗୋଲ ଦେଇ ଦଳକୁ ବିଜୟୀ କରାଇଛନ୍ତି । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଏହି ଗୋଲ ଦେଇଥିଲେ ।...
Cricketକ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କOdisha Sports BureauDecember 2, 2021December 2, 2021 by Odisha Sports BureauDecember 2, 2021December 2, 20210203 ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ...
Cricketଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱOdisha Sports BureauDecember 2, 2021 by Odisha Sports BureauDecember 2, 20210179 ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ...
Hockeyବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTEDOdisha Sports BureauDecember 1, 2021December 1, 2021 by Odisha Sports BureauDecember 1, 2021December 1, 20210175 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଉଛି କ୍ୱାର୍ଟର ଲଢେଇ । ଜୁନିୟର ହକି ବିଶ୍ୱକପର ସେମି ଟିକେଟ ପାଇବା ପାଇଁ ଚାଲିଛି ଟକ୍କର । ପ୍ରଥମ ଟିମ ଭାବେ ଜର୍ମାନୀ ସେମିରେ ପହଞ୍ଚିଥିବା ବେଳେ ...
Cricketହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?Odisha Sports BureauDecember 1, 2021December 1, 2021 by Odisha Sports BureauDecember 1, 2021December 1, 20210476 ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି...
Cricket୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲOdisha Sports BureauDecember 1, 2021 by Odisha Sports BureauDecember 1, 20210365 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ...
Cricketବିବାହ କଲେ ଭାରତୀୟ କ୍ରିକେଟର ରାହୁଲOdisha Sports BureauNovember 30, 2021 by Odisha Sports BureauNovember 30, 20210188 ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୋୟଲ୍ସର ଷ୍ଟାର ଖେଳାଳୀ ରାହୁଲ ତେୱାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ହାତକୁ ଦି ହାତ ହୋଇଛନ୍ତି ସ୍ପିନ ଷ୍ଟାର ରାହୁଲ । ତାଙ୍କ ବିବାହର...
Cricketଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନOdisha Sports BureauNovember 26, 2021 by Odisha Sports BureauNovember 26, 20210160 କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଡେବ୍ୟୁଟାଣ୍ଟ ଶ୍ରେୟସଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଶ୍ରେୟସଙ୍କର ଟେଷ୍ଟ ଖେଳିବା ସହ ହ୍ୱାଟ୍ସଆପର ରହିଛି ଏକ ଖାସ...
Cricket୩୪୫ରେ ଅଟକିଲା ଭାରତOdisha Sports BureauNovember 26, 2021 by Odisha Sports BureauNovember 26, 20210186 କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ । ମୋଟ ୩୪୫ ରନ ମଧ୍ୟରେ ଅଟକିଛି ଭାରତ । ଦଳ ତରଫରୁ ସର୍ବାଧିକ ରନ ସଂଗ୍ରହ...