Cricketଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡOdisha Sports BureauNovember 22, 2021 by Odisha Sports BureauNovember 22, 20210192 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ...
Cricketକ’ଣ ହେବ ମାହିଙ୍କ IPL କ୍ୟାରିୟର ??Odisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210185 ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ...
Cricketକ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁOdisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210361 କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି...
Cricketପଛରେ ପଡିଗଲେ କିଙ୍ଗ କୋହଲୀOdisha Sports BureauNovember 20, 2021 by Odisha Sports BureauNovember 20, 20210392 ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜିତି ସିରିଜ ହାତେଇଛି ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସହଜ ବିଜୟ ସହିତ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ମେନ...
Cricketଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀOdisha Sports BureauNovember 19, 2021November 19, 2021 by Odisha Sports BureauNovember 19, 2021November 19, 20210338 ରାଞ୍ଚି: ଆଜି ରାଞ୍ଚିରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଇଦାନକୁ ଫେରିବେ କ୍ୟାପଟେନ କୁଲ ମାହି । ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଦର୍ଶକଙ୍କ...
Cricketକ୍ରିକେଟରୁ ବିଦାୟ ନେଲେ Mr. 360Odisha Sports BureauNovember 19, 2021 by Odisha Sports BureauNovember 19, 20210188 ନୂଆଦିଲ୍ଲୀ: ପରବର୍ତ୍ତୀ ଆଇପିଏଲର ସଂସ୍କରଣରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି...
Cricketଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚOdisha Sports BureauNovember 19, 2021 by Odisha Sports BureauNovember 19, 20210136 ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର...
Cricketଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁOdisha Sports BureauNovember 19, 2021 by Odisha Sports BureauNovember 19, 20210295 ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । କିନ୍ତୁ ମ୍ୟାଚକୁ ନେଇ କୋର୍ଯରେ ରୁଜୁ ହୋଇଛି ମାମଲା । ଖେଳାଳୀଙ୍କ ସୁରକ୍ଷା ଏବଂ କୋରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ...
Hockeyପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନOdisha Sports BureauNovember 18, 2021 by Odisha Sports BureauNovember 18, 20210197 ସମ୍ବଲପୁର: ସମ୍ବଲପୁର ଅନ୍ତଃ ମହାବିଦ୍ୟାଳୟର ପୁରୁଷ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାନିପୋଷ ସ୍ପୋର୍ଟସ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୧୨ଟି କଲେଜ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ...
Cricketବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟOdisha Sports BureauNovember 17, 2021 by Odisha Sports BureauNovember 17, 20210305 ଦୁବାଇ: ଖୁବ ଶୀଘ୍ର ବଢିବ ଦିନିକିଆ ବିଶ୍ୱକପର ରୋମାଞ୍ଚ । କ୍ରିକେଟ ବିଶ୍ୱକପକୁ ଆହୁରି ରୋମାଞ୍ଚ କରିବା ପାଇଁ କରୁଛି ଯୋଜନା, ନେଇଛି ଏକ ବଡ ନିଷ୍ପତ୍ତି । ଆସନ୍ତା ୨୦୨୭ ବିଶ୍ୱକପରେ ଟ୍ରଫି...