Cricketବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟOdisha Sports BureauSeptember 20, 2021September 20, 2021 by Odisha Sports BureauSeptember 20, 2021September 20, 20210309 କଟକ: ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଇଣ୍ଟନେସନାଲ କ୍ରିକେଟର ଧମାକା । ଦୁଇ ବର୍ଷର ବ୍ୟବଧାନ ପରେ ଏହି ଭେନ୍ୟୁରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ସଂଯୋଗ ବଶତଃ ଯେଉଁ ଦୁଇ...
Cricketରବିଙ୍କ ପରେ ଫେରିବେ ଅନିଲOdisha Sports BureauSeptember 18, 2021September 18, 2021 by Odisha Sports BureauSeptember 18, 2021September 18, 20210362 ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ଦଳକୁ ଫେରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନିଲ କୁମ୍ବଲେ । ଟିମ ଇଣ୍ଡିଆକୁ ପୁଣି ଥରେ ଟପକୁ ନେବା ପାଇଁ ଫେରୁଛନ୍ତି ଭାରତର ପୂର୍ବତନ ଷ୍ଟାର ବୋଲର ତଥା ପୂର୍ବତନ...
Cricketଅଧିନାୟକ ପଦ ପାଇବ କିଏ ??Odisha Sports BureauSeptember 17, 2021 by Odisha Sports BureauSeptember 17, 20210156 ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ...
Cricketଆସେଜକୁ ବହିଷ୍କାର କରିବେ ଇଂଲିସ ଖେଳାଳୀOdisha Sports BureauSeptember 16, 2021 by Odisha Sports BureauSeptember 16, 20210187 ନୂଆଦିଲ୍ଲୀ: ଆସନ୍ତା ଦିନରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆସେଜକୁ ବହିଷ୍କାର କରିପାରନ୍ତି ଅନେକ ଇଂଲଣ୍ଡ ଖେଳାଳୀ । ଏହି ସିରିଜକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ଇଂଲଣ୍ଡର ବରିଷ୍ଠ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ...
Cricketଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତିOdisha Sports BureauSeptember 15, 2021 by Odisha Sports BureauSeptember 15, 20210387 ଦୁବାଇ: ଆଇପିଏଲକୁ ନେଇ ଆସିଲା ଖୁସି ଖବର । ଆସନ୍ତା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ମିଳିବ ଅନୁମତି । ଏଣିକି ଷ୍ଟାଡିୟମରେ ବସି ଦର୍ଶକ ଉପଭୋଗ କରିପାରିବେ ପିଶ୍ୱର ସବୁଠୁ ବଡ...
Cricketଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟOdisha Sports BureauSeptember 15, 2021September 15, 2021 by Odisha Sports BureauSeptember 15, 2021September 15, 20210160 ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ...
Cricketସତ୍ୟତା ଉପରୁ ପରଦା ଉଠାଇଲେ ଦାଦାOdisha Sports BureauSeptember 14, 2021 by Odisha Sports BureauSeptember 14, 20210212 ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଜାରି ହୋଇଥିବା ସ୍କ୍ୱାର୍ଡ ଏବେ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଲେକ୍ସନ ପରେ ତିନୋଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।...
Uncategorizedପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜOdisha Sports BureauSeptember 13, 2021September 13, 2021 by Odisha Sports BureauSeptember 13, 2021September 13, 20210171 ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ...
Cricketଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟରOdisha Sports BureauSeptember 13, 2021 by Odisha Sports BureauSeptember 13, 20210377 ନୂଆଦିଲ୍ଲୀ: କ୍ରିକେଟର ଫଟାଫଟ ସିଜନ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ପୁଣି ଥରେ ଦେଖିବାକୁ ମିଳିବ ଛକା ଚୌକାର ବର୍ଷା । ଏହାରି ମଧ୍ୟରେ ଆଇପିଏଲର ସବୁଠୁ...
Cricketଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମOdisha Sports BureauSeptember 13, 2021 by Odisha Sports BureauSeptember 13, 20210403 ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ...