CricketRCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …Odisha Sports BureauJuly 17, 2023 by Odisha Sports BureauJuly 17, 20230129 ମୁମ୍ବାଇ: ୨୦୦୮ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ଏବେ ଯାଏଁ ଏହି ଲିଗ୍ର ୧୬ଟି ସଂସ୍କରଣ ଖେଳାସରିଲାଣି । ଚେନ୍ନାଇ ଓ ମୁମ୍ବାଇ ଟିମ୍ ସର୍ବାଧିକ ୫ ଥର...
Cricketଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳOdisha Sports BureauJuly 17, 2023 by Odisha Sports BureauJuly 17, 2023098 ବେଙ୍ଗାଲୁରୁ: ଚତୁର୍ଦଶ ଥର ଲାଗି ଦକ୍ଷିଣାଞ୍ଚଳ ଅନ୍ତଃଜୋନ୍ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଦଲିପ ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ୭୫ ରନ୍ରେ ପଶ୍ଚିମାଞ୍ଚଳକୁ ମାତ୍...
Cricketତିନିଜଣଙ୍କ ପାଇଁ ରହିଛି ବିଶ୍ୱକପ ଖେଳିବାର ସୁଯୋଗOdisha Sports BureauJuly 17, 2023 by Odisha Sports BureauJuly 17, 20230109 ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ ଅକ୍ଚୋବର ୮ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ...
Cricketସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜOdisha Sports BureauJuly 11, 2023 by Odisha Sports BureauJuly 11, 20230120 ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରାଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ...
Cricketଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କରOdisha Sports BureauJuly 11, 2023 by Odisha Sports BureauJuly 11, 20230121 ସୁନୀଲ ଗାଭାସ୍କାର… ନାଁ ଯେମିତି କ୍ରେଜ ବି ସେମିତି | ତାଙ୍କୁ ପରିଚୟର କୌଣସି ଆବଶ୍ୟକ ନାହିଁ | କ୍ରିକେଟ ଜଗତର ବାଦଶାହା ହେଉଛନ୍ତି ଗାଭାସ୍କର | ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି...
archeryଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତାOdisha Sports BureauJuly 10, 2023 by Odisha Sports BureauJuly 10, 20230111 ଲିମେରିକ : ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ହୋଇଛନ୍ତି ବିଶ୍ୱ ବିଜେତା | ୨୧ ବର୍ଷରୁ କମ୍ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗର ଫାଇନାଲ୍ରେ ସେ ୧୪୭-୧୪୧ରେ ସ୍ଲୋଭେନିଆର ଅଲ୍ଜାଜ ବ୍ରେଙ୍କଙ୍କୁ ପରାସ୍ତ...
Cricketକେମିତି ବୁକ କରିବେ ୱାର୍ଲଡ କପ ଟିକେଟ ?Odisha Sports BureauJuly 8, 2023 by Odisha Sports BureauJuly 8, 20230121 ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ୨୦୨୩ ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି | ଯାହାକୁ ନେଇ ଫୁଲ ଜୋସରେ ଅଛନ୍ତି ଫ୍ୟାନ୍ସ | ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ...
Hockeyସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆOdisha Sports BureauJuly 8, 2023 by Odisha Sports BureauJuly 8, 20230104 ଭୁବନେଶ୍ବର: ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତା | ଭାରତୀୟ ଦଳରେ ଅମିତ, ନୀଲମ | ସ୍ପାନିସ ହକି ସଂଘର ଶତବାର୍ଷକୀ ପ୍ରତିଯୋଗିତା ଲାଗି ଶୁକ୍ରବାର ୨୪ ଜଣିଆ ଭାରତୀୟ ହକି ଦଳ ଘୋଷିତ ହୋଇଛି।...
Gymnasticକଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓOdisha Sports BureauJuly 7, 2023 by Odisha Sports BureauJuly 7, 20230127 ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ...
Cricketଆଜି ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନOdisha Sports BureauJuly 7, 2023 by Odisha Sports BureauJuly 7, 20230133 ବ୍ୟୁରୋ : ହାପି ବାର୍ଥ ଡ଼େ ମାହି । ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନି ତଥା ଟିମ୍ ଇଣ୍ଡିଆର କ୍ୟାପଟେନ କୁଲ୍ଙ୍କ ଆଜି ଜନ୍ମଦିନ । ଆଜି...