Cricketପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମOdisha Sports BureauJuly 10, 2023 by Odisha Sports BureauJuly 10, 20230135 ଭାରତୀୟ ମହିଳା କ୍ରିକେଟ ଟିମ ବାଙ୍ଗଲାଦେଶକୁ ପରାସ୍ତ କରି ଆରମ୍ଭ କରିଛି ବିଜୟ ଅଭିଯାନ । ଢାକାର ଶେର-ଏ- ବାଂଲା ନ୍ୟାଦନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବିଜୟ...
Cricketକାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?Odisha Sports BureauJuly 6, 2023 by Odisha Sports BureauJuly 6, 2023098 ନିରାଶ କରାଉଛି ୱେଷ୍ଟଇଣ୍ଡିଜର ପ୍ରଦର୍ଶନ । କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ? କାହିଁକି ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରି ନାହିଁ...
Cricketୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂOdisha Sports BureauJuly 6, 2023July 6, 2023 by Odisha Sports BureauJuly 6, 2023July 6, 20230117 ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ...
Cricketଯୁବ ଖେଳାଳିଙ୍କୁ ମିଳୁ ସୁଯୋଗOdisha Sports BureauMay 15, 2023 by Odisha Sports BureauMay 15, 20230108 ୨୦୨୪ରେ ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପ୍ ।ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁ ଭଳି ଦଳ ପଡିଆକୁ ଓହ୍ଲାଇବା ଦରକାର, ସେନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ତାଙ୍କ...
Cricket୫୦ କୋଟି ନିଅ ଟି-୨୦ ଖେଳOdisha Sports BureauApril 28, 2023 by Odisha Sports BureauApril 28, 20230122 ଲଣ୍ଡନ: ଆଇପିଏଲର କିଛି ଦଳର ମାଳିକ ୬ ଜଣ ଇଂଲଣ୍ଡ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ତ୍ୟାଗ କରି ଏକ ବର୍ଷ ପାଇଁ ଟି-୨୦ ଲିଗ କେଳିବାକୁ ୫୦ କୋଟି ଟଙ୍କା ଅଫର ଦେଇଛନ୍ତ ।ଏହା‘ଟାଇମ୍ସ...
Cricketଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍Odisha Sports BureauMarch 29, 2023 by Odisha Sports BureauMarch 29, 20230128 ନୂଆଦୀଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜିତିଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି । ଜୋହାନ୍ସବର୍ଗରେ...
Cricketଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟାOdisha Sports BureauJanuary 3, 2023 by Odisha Sports BureauJanuary 3, 20230150 ମୁମ୍ବାଇ :ନୂଆ ବର୍ଷରେ ନୂଆ ଖାତା ଖୋଲିବ ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ପ୍ରଥମ ଟି -୨୦ ମ୍ୟାଚ | ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ...
Cricketଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଧାୱନ୍ ଓ ପନ୍ତ୍ ବାଦ୍Odisha Sports BureauDecember 28, 2022December 28, 2022 by Odisha Sports BureauDecember 28, 2022December 28, 20220123 ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ଘୋଷଣା ହୋଇଛି ଭାରତୀୟ ଦଳ | ଶିଖର ଧାୱନ୍ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି। ଶୁବମନ୍ ଗିଲ୍ ଏବଂ ଈଶାନ କିଶନଙ୍କ...
Cricketଗୋଟିଏ ଓଭରରେ ୭ ଛକା, ୪୩ ରନ୍; ରେକର୍ଡ କଲେ ଋତୁରାଜOdisha Sports BureauNovember 28, 2022November 28, 2022 by Odisha Sports BureauNovember 28, 2022November 28, 20220138 ମୁମ୍ବାଇ : କ୍ରିକେଟ୍ ଇତିହାସରେ ଆପଣ, ୬ ବଲରେ ୬ ଛକା ଶୁଣିଥିବେ । କିନ୍ତୁ ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ...
Cricketଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମାOdisha Sports BureauNovember 11, 2022 by Odisha Sports BureauNovember 11, 20220147 ଆଡିଲେଡ୍: ଭାରତ ପାଇଁ ସରିଗଲା ଟି-୨୦ ବିଶ୍ୱକପ ୨୦୨୨ର ଯାତ୍ରା । ସେମିଫାଇନାଲରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ୱାଲର୍ଡକପ ରେସରୁ ବାଦ ପଡିଛି ଟିମ ଇଣ୍ଡିଆ । ଲୁଢୁଆ ବ୍ୟାଟିଂ ସତ୍ୱେ...