Cricketଆସନ୍ତା କାଲିର ଫାଇନାଲ ମ୍ୟାଚ ପାଇଁ ବାର୍ବାଡୋସରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳିOdisha Sports BureauJune 28, 2024June 28, 2024 by Odisha Sports BureauJune 28, 2024June 28, 2024085 ନୂଆଦିଲ୍ଲୀ; ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଏବେ ବାର୍ବାଡୋସରେ ପହଞ୍ଚିଛନ୍ତି । ଆସନ୍ତା କାଲି ଅର୍ଥାତ ଜୁନ ୨୯ ରେ ଭାରତ ଓ ଦକ୍ଷିଣ ଆଫ୍ରିକା...
Cricketଭାରତ ଫାଇନାଲ୍କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମାOdisha Sports BureauJune 28, 2024 by Odisha Sports BureauJune 28, 2024075 ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ । ଦିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ପ୍ରେଭିଡେନ୍ସରେ ସ୍ପିଦ ମ୍ୟାଜିକ । ଅକ୍ଷର...
Cricketଦକ୍ଷିଣ ଆଫ୍ରିକା ଠାରୁ ହାରିବାପରେ ଭାଙ୍ଗିପଡିଛନ୍ତି ଆଫଗାନିସ୍ତାନ କ୍ରିକେଟରOdisha Sports BureauJune 27, 2024June 27, 2024 by Odisha Sports BureauJune 27, 2024June 27, 2024053 ଟି-୨୦ ବିଶ୍ଵକପର ପ୍ରଥମ ସେମିଫାଇନାଲରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାହାର ହୋଇଛି ଆଫଗାନିସ୍ତାନ। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ତେବେ ଆଫଗାନିସ୍ତାନ ସେମିଫାଇନାଲରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା, ଯେଉଁଥିପାଇଁ...
Cricketଆଫଗାନିସ୍ତାନକୁ ହରାଇ ଫାଇନାଲରେ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକାOdisha Sports BureauJune 27, 2024 by Odisha Sports BureauJune 27, 2024093 ମୁମ୍ବାଇ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ନିଜ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ଫାଇନାଲରେ କରିଛି ଏଣ୍ଟ୍ରି । ଆଉ ସେପଟେ ଆଫଗାନିସ୍ତାନ ଫାଇନାଲ ଆଶା...
Cricketପାକିସ୍ତାନକୁ ୬ ରନ୍ରେ ପରାସ୍ତ କଲା ଭାରତOdisha Sports BureauJune 10, 2024 by Odisha Sports BureauJune 10, 2024094 ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ...
Cricketପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସOdisha Sports BureauJune 1, 2024June 1, 2024 by Odisha Sports BureauJune 1, 2024June 1, 2024061 ଭାରତୀୟ ସମୟ ଅନୁଯାୟୀ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ୍ । ଏଥିପାଇଁ ଖେଳାଳି ପ୍ରସ୍ତୁତ ଏବଂ ଟିମ ବି ପ୍ରସ୍ତୁତ । ହେଲେ ଇଂଲଣ୍ଡର ଅଲରାଉଣ୍ଡର ଖେଳାଳି...
Cricketବର୍ଷା ପାଇଁ ଫିକା ପଡିଯିବ ଟି-୨୦ ବିଶ୍ୱକପ୍Odisha Sports BureauMay 31, 2024May 31, 2024 by Odisha Sports BureauMay 31, 2024May 31, 2024060 ବିଶ୍ୱକପ୍ର ମୁଖ୍ୟ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ପ୍ରଥମ ମ୍ୟାଚ୍ ଜୁନ୍ ୨ ରେ ଭାରତୀୟ ସମୟ ସକାଳ ୬ ଟାରେ ଆମେରିକା ଏବଂ...
Cricketଭାରତ-ପାକିସ୍ତାନ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣର ଧମକ; ଆଇଏସଆଇଏସ ପକ୍ଷରୁ ଧମକOdisha Sports BureauMay 30, 2024May 30, 2024 by Odisha Sports BureauMay 30, 2024May 30, 2024087 ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ମ୍ୟାଚ ନ୍ୟୁୟର୍କରେ ଖେଳାଯିବ ଜ୍ଝ ଏହି ମ୍ୟାଚ୍ ଜୁନ୍ ୯ ରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ସମ୍ବନ୍ଧରେ...
Cricketଟି ୨୦ ବିଶ୍ୱକପର ସେମିଫାଇନାଲରେ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁOdisha Sports BureauMay 15, 2024 by Odisha Sports BureauMay 15, 2024076 ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟ ଆମେରିକା ଏବଂ ୱେଷ୍ଟ ଇଣ୍ଡିଜରେ ହେବାକୁଥିବା ବେଳେ ସବୁ ଦଳ ନିଜ ନିଜ...
Cricketଟି-୨୦ ବିଶ୍ୱକପ୍ ପାଇଁ ଲଞ୍ଚ୍ ହେଲା ଟିମ୍ ଇଣ୍ଡିଆର ଜର୍ସି: ଏହି ଲୁକ୍ରେ ନଜର ଆସିବେ ଖେଳାଳିOdisha Sports BureauMay 7, 2024May 7, 2024 by Odisha Sports BureauMay 7, 2024May 7, 2024090 ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ ଗୋଟିଏ ମାସରୁ କମ ସମୟ ବାକି ରହିଛି। ଏହା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍ ହୋଇଛି॥ ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ...