Cricketକୋହଲିଙ୍କ ପାଇଁ ଭାରତ ବିଶ୍ୱକପ୍ ଜିତୁ: ବିରେନ୍ଦ୍ର ସେହବାଗOdisha Sports BureauJune 29, 2023June 29, 2023 by Odisha Sports BureauJune 29, 2023June 29, 20230119 ୧୨ ବର୍ଷ ପୂର୍ବେ ଭାରତ ୱାଙ୍ଖଡେରେ ଦିନିକିଆ ବିଶ୍ବକପ୍ ଜିତିଥିଲା। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ହୋଇଥିବାରୁ ତାହାକୁ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଦଳ ଉଦ୍ୟମ କରିଥିଲା...
Cricketଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପତ୍ତି ଟପିଲା ୧ହଜାର କୋଟିOdisha Sports BureauJune 18, 2023 by Odisha Sports BureauJune 18, 20230119 ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଜଣେ ଲୋକପ୍ରୀୟ ଖେଳାଳି ହେବା ସହିତ ରୋଜଗାର ମାମଲାରେ ମଧ୍ୟ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ...
Cricketକୀର୍ତ୍ତନ ଶୁଣିବାକୁ ଲଣ୍ଡନ ପହଞ୍ଚିଲେ ବିରୁଷ୍କାOdisha Sports BureauJune 18, 2023 by Odisha Sports BureauJune 18, 20230100 ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଲଣ୍ଡନରେ ଥିବା କୃଷ୍ଣ ଦାସ କୀର୍ତ୍ତନ ଶୋ ଦେଖିବା ପାଇଁ ପହଞ୍ଚିଛନ୍ତି । ପୂର୍ବରୁ ବିଭିନ୍ନ ଧାର୍ମିକ ସ୍ଥଳମାନଙ୍କରେ ଉଭୟଙ୍କୁ ଦେଖିବାକୁ ମିଳିଛି । ଅନେକ...
Cricketଧୋନି ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ: ଗୌତମ ଗମ୍ଭୀରOdisha Sports BureauJune 12, 2023 by Odisha Sports BureauJune 12, 20230113 ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବେ ଆଇପିଏଲରେ ଉଭୟ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଥିଲା...
Cricketଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲିOdisha Sports BureauMay 25, 2023 by Odisha Sports BureauMay 25, 20230134 ପୁଣି ରେକର୍ଡ କରି ଚର୍ଚ୍ଚାରେ ବିରାଟ । ଏହି ରେକର୍ଡ ଏଥର ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ କରିଛନ୍ତି। ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର ହେବାରେ ପ୍ରଥମ ଏସୀୟ ଭାବେ...
Cricketକୋହଲିଙ୍କୁ ଫିଲ୍ଡିଂ ସମୟରେ ଆଣ୍ଠୁରେ ଲାଗିଲା ଆଘାତOdisha Sports BureauMay 22, 2023 by Odisha Sports BureauMay 22, 20230124 ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଛି। ବିରାଟ ଏକ ଶତକ ସ୍କୋର...
Cricketଟିମ ସଦସ୍ୟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜOdisha Sports BureauMay 17, 2023 by Odisha Sports BureauMay 17, 20230146 ହାଇଦ୍ରାବାଦ: ହାଇଦ୍ରାବାଦରେ ମହମ୍ମଦ ସିରାଜଙ୍କ ନୂଆ ଘରେ ବିରିୟାନି ପାର୍ଟି କଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି । ନିକଟରେ ହାଇଦ୍ରାବାଦ୍ର ଫିଲ୍ମ ନଗର ଜୁବଲି ହିଲ୍ସରେ ସିରାଜ ଏକ ନୂଆ ଘର କିଣିଛନ୍ତି...
Cricketବିରାଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳିOdisha Sports BureauApril 11, 2023 by Odisha Sports BureauApril 11, 20230134 ବେଙ୍ଗାଲୁରୁ: ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧୩ ରନ୍ର ବିଶାଳ ଟାର୍ଗେଟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଶେଷ ବଲ୍ରେ ପୂରଣ କରିବା ସହ ବିଜୟ ହାସଲ କରିଥିଲା।ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା...
Cricketଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମାOdisha Sports BureauNovember 11, 2022 by Odisha Sports BureauNovember 11, 20220148 ଆଡିଲେଡ୍: ଭାରତ ପାଇଁ ସରିଗଲା ଟି-୨୦ ବିଶ୍ୱକପ ୨୦୨୨ର ଯାତ୍ରା । ସେମିଫାଇନାଲରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ୱାଲର୍ଡକପ ରେସରୁ ବାଦ ପଡିଛି ଟିମ ଇଣ୍ଡିଆ । ଲୁଢୁଆ ବ୍ୟାଟିଂ ସତ୍ୱେ...
Cricketହାପି ବାର୍ଥ ଡେ ବିରାଟ ; ୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲିOdisha Sports BureauNovember 5, 2022 by Odisha Sports BureauNovember 5, 20220151 ବ୍ୟୁରୋ : ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍ର ସବୁ ଫର୍ମାଟରେ ରେକର୍ଡ ହାସଲ...