Cricket

ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

ବ୍ୟୁରୋ : ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଚାଲିଛି ଭାରତ-ଇଂଲଣ୍ଡ ମ୍ୟାଚ | ତେବେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଛି । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ କୋହଲି ୪୦ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ଅଧନାୟକ ରୋହିତ ଶର୍ମା ୨୭ ରନ, ସୂର୍ଯ୍ୟକୁମାର ଯାଦବ ୧୪ ରନ, ରାହୁଲ ୫, ରିଷଭ ପନ୍ତ ୬ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋଡାର୍ନ ୩ ୱିକେଟ ହାସଲ କରିଥିବା ବେଳେ ଆଦିଲ ରସିଦ ଏବଂ କ୍ରିସ ୱଗସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Related posts

୪୪ ବର୍ଷ ବୟସରେ ପଦାର୍ପଣ କଲେ ମହେନ୍ଦ୍ର ସିଂ ଧୋନୀ

ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର

Odisha Sports Bureau

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

Odisha Sports Bureau