Badmintonପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତOdisha Sports BureauOctober 27, 2023 by Odisha Sports BureauOctober 27, 20230135 ଚୀନ୍ର ହାଙ୍ଗ୍ଝୌରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ୍ ୨୦୨୩ରେ ଆଜି ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ...
Badmintonବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତOdisha Sports BureauOctober 7, 2023October 7, 2023 by Odisha Sports BureauOctober 7, 2023October 7, 20230118 ଏସୀୟ କ୍ରୀଡା ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ...
Badmintonକମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତOdisha Sports BureauSeptember 22, 2023 by Odisha Sports BureauSeptember 22, 20230124 କଟକ: କଟକର କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆସସିଷ୍ଟାଣ୍ଡ ଡି ଇ ଓ ସନ୍ତୋଷ କୁମାର ରାଉତ...
Badmintonକମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସOdisha Sports BureauSeptember 4, 2023September 4, 2023 by Odisha Sports BureauSeptember 4, 2023September 4, 2023097 ଲାଗୋସ : ପଣ୍ଡା ସିଷ୍ଟର୍ସଙ୍କ କମାଲ | ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା ପୁଣି ଅନ୍ତର୍ଜାତୀୟ ସ୍ତରରେ ନିଜ ପରିଦର୍ଶିତା ଦେଖାଇଛନ୍ତି...
Badmintonଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶOdisha Sports BureauAugust 29, 2023 by Odisha Sports BureauAugust 29, 20230128 ଗଞ୍ଜାମ /ରଜନୀକାନ୍ତ ପାତ୍ର : ଲଗାତାର ତିନିଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ । ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟସ ଏରିନାରେ ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ରେ ଅସିକା...
Badmintonତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀOdisha Sports BureauAugust 12, 2023 by Odisha Sports BureauAugust 12, 20230101 ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦୁଇ ଭାରତୀୟ ଭଉଣୀ ସ୍ବର୍ଣ୍ଣ ପଦକ...
Badmintonଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକOdisha Sports BureauAugust 7, 2023 by Odisha Sports BureauAugust 7, 20230104 ଭୁବନେଶ୍ୱର : ଇଂଲଣ୍ଡରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ୩ଟି ବର୍ଗର ଫାଇନାଲ୍ରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ତଥା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଗୋଟିକରେ ବିଜେତା ଏବଂ ଅନ୍ୟ ଦୁଇଟିରେ...
Badmintonହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେOdisha Sports BureauJuly 28, 2023 by Odisha Sports BureauJuly 28, 20230122 ଗଞ୍ଜାମ (ରଜନୀକାନ୍ତ ପାତ୍ର):- ଗଂଜାମ ଜିଲ୍ଲା ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ରାଜ୍ୟ ଜୁନିୟର ୧୯ବର୍ଷରୁ କମ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ । ଏହି ଟୁର୍ଣ୍ଣାମଣ୍ଟେ କୁ...
Badmintonବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟOdisha Sports BureauJuly 28, 2023July 28, 2023 by Odisha Sports BureauJuly 28, 2023July 28, 20230148 ଟୋକିଓ: ଜାପାନ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ୩ ଖେଳାଳି । ସେଥି ମଧ୍ୟରେ ସଟଲର ଏଚଏସ ପ୍ରଣୟ ଓ ଲକ୍ଷ୍ୟ ସେନଙ୍କ ସହ ସାତ୍ୱିକସାଇରାଜ...
Badmintonପ୍ରମୋଦଙ୍କୁ ଏସୀୟ ପାରା କ୍ରୀଡ଼ା ଟିକେଟ୍Odisha Sports BureauJuly 27, 2023July 27, 2023 by Odisha Sports BureauJuly 27, 2023July 27, 20230131 ଭୁବନେଶ୍ବର: ଅଲିମ୍ପିକ୍ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଚୀନ୍ରେ ଆୟୋଜିତ ହେବାକୁ ଥିବା ଏସୀୟ ପାରା କ୍ରୀଡ଼ା ଟିକେଟ୍ କରାୟତ୍ତ କରିଛନ୍ତି। ଗ୍ରେଟର ନୋଏଡ଼ାରେ ଆୟୋଜିତ ଦୁଇ ଦିନିଆ ପାରା ବ୍ୟାଡ୍ମିଣ୍ଟନ୍ ଟ୍ରାଏଲ୍ସରେ...