Wrestlingଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବାସନ୍ଦOdisha Sports BureauMay 18, 2023 by Odisha Sports BureauMay 18, 20230236 ମୋନାକୋ : କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।...
Wrestlingପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁରOdisha Sports BureauMay 15, 2023 by Odisha Sports BureauMay 15, 20230127 ହାମିରପୁର (ହିମାଚଳ ପ୍ରଦେଶ) : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି...
Wrestlingକୁସ୍ତିଯୋଦ୍ଧାଙ୍କ ବିଜେପି ମହିଳା ସାଂସଦଙ୍କୁ ଚିଠିOdisha Sports BureauMay 15, 2023 by Odisha Sports BureauMay 15, 20230114 ନୂଆଦିଲ୍ଳୀ : ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ୨୨ତମ ଦିବସରେ ପହଞ୍ଚିଛି । ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପିର ୬ଥର ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ନିର୍ଯ୍ୟାତନା...
Wrestlingଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସOdisha Sports BureauMay 13, 2023 by Odisha Sports BureauMay 13, 20230115 ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୁଲିସ...
Wrestlingଯନ୍ତର ମନ୍ତରରେ କଳା ଦିବସ ପାଳିଲେ କୁସ୍ତିଯୋଦ୍ଧାOdisha Sports BureauMay 12, 2023 by Odisha Sports BureauMay 12, 20230120 ନୂଆଦିଲ୍ଲୀ : ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଗୁରୁବାର କଳାପଟି ପିନ୍ଧି ‘କଳା ଦିବସ’ ପାଳନ କରିଛନ୍ତି । ତେବେ ଦୀର୍ଘର୍ ୧୮ ଦିନ ହେବ ଏହି ଆନ୍ଦୋଳନ ଚାଲିଥିବା ବେଳେ ଗୁରୁବାର ସକାଳ...
Wrestlingଲାଏ ଡିଟେକ୍ଟର ଟେଷ୍ଟ ପାଇଁ କୁସ୍ତିଯୋଦ୍ଧାଙ୍କ ଦାବିOdisha Sports BureauMay 11, 2023 by Odisha Sports BureauMay 11, 20230102 ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ | ଏହାରିଭିତରେ ଏବେ ପୁଣି ଆଉ ଏକ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା | ସେମାନଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ...
More Sports Wrestlingଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧାOdisha Sports BureauMay 10, 2023 by Odisha Sports BureauMay 10, 20230102 ନୂଆଦିଲ୍ଲୀ: ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତକୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ପ୍ରସ୍ତାବ ରଖିଛନ୍ତି।...
Wrestlingବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀOdisha Sports BureauMay 10, 2023 by Odisha Sports BureauMay 10, 20230103 ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୁଷ୍କର୍ମ ମାମଲା ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ୭ଜଣ ରେସଲର ବ୍ରିଜଙ୍କ ବିରୋଧରେ...
Wrestlingକୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦୂତି ଚାନ୍ଦOdisha Sports BureauMay 6, 2023 by Odisha Sports BureauMay 6, 20230151 ସବୁବେଳେ ସରକାର ନାରୀ ପୁରୁଷକୁ ସମାନ ସମ୍ମାନ ଦିଅନ୍ତି । କିନ୍ତୁ କିଛି ବ୍ୟକ୍ତି ଦୁର୍ବଳତା ଦେଖି ଯୌନ ନିର୍ୟାତନା ଫାଇଦା ଉଠାଇବାରେ । ଚାକିରି ହେଉ କି ରାଜନୀତି କିମ୍ବା ଅଭିନୟ କ୍ଷେତ୍ରରେ,...
Wrestlingରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟOdisha Sports BureauMay 4, 2023May 4, 2023 by Odisha Sports BureauMay 4, 2023May 4, 20230122 ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଜନତର ମନତରରେ ରେସଲର ମାନେ ଧାରଣାରେ ବସିଛନ୍ତି । ବୁଧୁବାର ସଂନ୍ଧ୍ୟାରେ ପୋଲିସ ଆସି ବଳ ପ୍ରୟୋଗ କରିବା ସହିତ ମହିଳାଙ୍କ ପ୍ରତି ଦୁର୍ବ୍ୟହାର କରିଛି ।ଧସ୍ତାଧସ୍ତି ଘଟଣା...