Cricket

ସେପ୍ଟେମ୍ବର ୧୦, ଭାରତ-ପାକିସ୍ତାନ ମୁହାଁମୁହିଁ

ବର୍ଷା ବାଧକ ସତ୍ୱେ ଗତ କାଲିର ମ୍ୟାଚରେ ନେପାଳକୁ ୧୦ ୱିକେଟରେ ହରାଇଛି ଭାରତ । ସୁପର-୪ରେ ପ୍ରବେଶ କରଛି ଭରତ । ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଥିବାକୁ ମିଳିବ ।

୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ଦଳ ଭାବେ ସୁପର୍-୪ରେ ପ୍ରବେଶ କରିଛି। ଏହି ଗ୍ରୁପ୍ରେ ପାକିସ୍ତାନ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ନେପାଳ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ସେହିପରି ଏସିଆ କପ ସୁପର ୪ ରେ ଭାରତ ସ୍ଥାନ ପାଇବା ସହ ପାକିସ୍ତାନ ବିପକ୍ଷରେ ଆଉ ଏକ ବ୍ଲକବଷ୍ଟର ମୁକାବିଲା କରିବାକୁ ଯାଉଛି ।

Related posts

ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ

Odisha Sports Bureau

ପାକିସ୍ତାନକୁ ଝଟକା; ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau