Cricketବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସିOdisha Sports BureauMay 12, 2023 by Odisha Sports BureauMay 12, 20230141 ମୁମ୍ବାଇ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ନୂଆ ବିତ୍ତିୟ ମଡେଲ ଅନୁଯାୟୀ ବିସିସିଆଇ ଆଗାମୀ ସମୟରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି । ନୂଆ ମଡେଲ୍ ଅନୁସାରେ ଆଇସିସିର...
Cricketଟିମ୍ ଇଣ୍ଡିଆ ଟେଷ୍ଟରେ ନମ୍ବର ୧Odisha Sports BureauMay 2, 2023May 2, 2023 by Odisha Sports BureauMay 2, 2023May 2, 20230138 ଆଇପିଏଲ ଚାଲିଥିବା ବେଳେ ଏବେ ଟିମ ଇଣ୍ଡିଆକୁ ଏକ ଖୁସିଖବର ମିଳିଛି ।ଆଇସିସି (ICC)ତରଫରୁ ଟୁଇଟରରେ ଏକ ଫୋଟ ପେଷ୍ଟ କରିଛି । ଦିର୍ଘ ୧୪ ମାସ ପରେ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ...
Cricketଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?Odisha Sports BureauApril 15, 2023 by Odisha Sports BureauApril 15, 20230123 ମୁମ୍ବାଇ : ଖେଳାଳିଙ୍କ ଧମକାଦାର୍ ଛକା ଚୌକାରେ ଜମୁଛି ଆଇପିଏଲ ମ୍ୟାଚ୍। ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେଖିବାକୁ ମିଳୁଛି । ଖେଳାଳିଙ୍କ ଭିତରେ ଯେତିକି ଯୋଷ ଦର୍ଶକ ଙ୍କ ମନରେ...
Cricketଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲOdisha Sports BureauJanuary 23, 2023January 23, 2023 by Odisha Sports BureauJanuary 23, 2023January 23, 20230122 ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି...
Cricketଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀOdisha Sports BureauJanuary 21, 2022 by Odisha Sports BureauJanuary 21, 20220179 ନୂଆଦିଲ୍ଲୀ: ଜାରି ହୋଇଛି ଆଇସିସି ଟି-୨୦ ବିଶ୍ୱକପର ଖେଳସୂଚୀ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଲିଷ୍ଟ ରେଡି କରିଛି ଆଇସିସି । ୨୦୨୧ ସିଜନରେ ଚମ୍ପିଆନ ମୁକୁଟ ପିନ୍ଧିଛି ଟିମ...
CricketAFC ମହିଳା ଏସିଆନ କପ-୨୦୨୨ ଆରମ୍ଭOdisha Sports BureauJanuary 20, 2022 by Odisha Sports BureauJanuary 20, 20220216 ମୁମ୍ବାଇ: ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ-୨୦୨୨ । ୧୯୭୯ ମସିହାରେ ଭାରତ ଆୟୋଜନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ । ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଭାରତ...
Cricketଆସିଲା ଆଇସିସିର ନୂଆ ଅପଡେଟOdisha Sports BureauJanuary 19, 2022 by Odisha Sports BureauJanuary 19, 20220389 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ମାନ୍ୟତା । ଏହି ଅପଡେଟରେ କମବ୍ୟାକ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ...
Cricketରାହୁଲଙ୍କୁ ମିଳିଲା ନୂଆ ପରିବାରOdisha Sports BureauJanuary 18, 2022 by Odisha Sports BureauJanuary 18, 20220179 ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩...
Cricketଆରମ୍ଭ ହେବ U-19 ବିଶ୍ୱକପOdisha Sports BureauJanuary 14, 2022 by Odisha Sports BureauJanuary 14, 20220178 ପ୍ରୋଭିଡେନ୍ସ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ । ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଦଳଗୁଡିକୁ ୪ଟି ଗ୍ରୁପରେ ରାଉଣ୍ଡ ରବିନ ଏବଂ ନକଆଉଟ ପର୍ଯ୍ୟାୟ...
Cricketଏଜାଜ ପଟେଲ ପ୍ଲେୟର ଅଫ ଦ ମନ୍ଥOdisha Sports BureauJanuary 10, 2022January 10, 2022 by Odisha Sports BureauJanuary 10, 2022January 10, 20220361 ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଜାରି ହୋଇଛି ଡିସେମ୍ବର ମାସର ‘ପ୍ଲେୟର ଅଫ ଦ ମନ୍ଥ’ ତାଲିକା । ମୁମ୍ବାଇରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଥିବା ଅଜାଜ...