Cricketମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନOdisha Sports BureauAugust 23, 2021 by Odisha Sports BureauAugust 23, 20210140 କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର ଅତ୍ୟାଚାର ସାରା ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଯାହାଫଳରେ ହଜାର ହଜାର ଲୋକ ନିଜ ଦେଶ ଛାଡି ଯିବା ପାଇଁ ବାଧ୍ୟ ହେଉଛନ୍ତି ।...
More Sportsଭାରତକୁ ପୁଣି ରୋପ୍ୟOdisha Sports BureauAugust 23, 2021 by Odisha Sports BureauAugust 23, 20210328 ନୂଆଦିଲ୍ଲୀ: କେନିଆର ନାଇରୋବିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରହିଛି ଭାରତର ଦବଦବା । ଭାରତ ପାଇଁ ଏହି ଚମ୍ପିଆନସିପରେ ଖୁବ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ...
Cricketତାଲିବାନର ଅଦ୍ଭୁତ ପ୍ରତିଶୃତିOdisha Sports BureauAugust 23, 2021 by Odisha Sports BureauAugust 23, 20210344 ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଦେଶ ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ସେମାନଙ୍କ ଅତ୍ୟାଚାରରେଅସ୍ତବ୍ୟସ୍ତ ହୋଇପଡିଛି ସାରା ଦେଶ । ସବୁବେଳେ ଦେଶବାସୀଙ୍କୁ ଲାଗି ରହିଛି ତାଲିବାନୀଙ୍କ ଅତ୍ୟାଚାରର ଭୟ । ଏହି...
More Sportsଭାରତ ଜିତିଲା ରୋପ୍ୟ ପଦକOdisha Sports BureauAugust 21, 2021 by Odisha Sports BureauAugust 21, 20210145 ନାଇରୋବି: ନାଇରୋବିରେ ଚାଲିଥିବା ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଭାରତ ହାସଲ କରିଛି ଆଉ ଏକ ପଦକ । ୧୦ ହଜାର ମିଟର ରେସ ୱାକରେ ଭାରତର ଅମିତ ଐତିହାସିକ ରୋପ୍ୟ ପଦକ ଜିତିଛନ୍ତି...
More Sportsପୁଣି ନୀରଜଙ୍କୁ ସରପ୍ରାଇଜOdisha Sports BureauAugust 21, 2021 by Odisha Sports BureauAugust 21, 20210157 ନୂଆଦିଲ୍ଳୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ନୀରଜଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଉଛି ।...
Cricketହାରକୁ ନେଇ ବାଉଳା ଇଂଲଣ୍ଡOdisha Sports BureauAugust 20, 2021 by Odisha Sports BureauAugust 20, 20210147 ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ...
More Sportsତାଲିବାନ ଭୟରେ ପ୍ରାଣ ହରାଇଲେ ଆଫଗାନ ଖେଳାଳୀOdisha Sports BureauAugust 19, 2021 by Odisha Sports BureauAugust 19, 20210138 କାବୁଲ: ଏବେ ଆଫଗାନିସ୍ତାନରେ ତାଲିବାନର ହେଉଥିବା ଅତ୍ୟାଚାର ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଆଫଗାନବାସୀ ମୃତ୍ୟୁ ସହ ଲଢେଇ କରୁଥିବାର ଅନେକ...
Hockeyହକି ଦଳକୁ ନବୀନଙ୍କ ଭେଟିOdisha Sports BureauAugust 18, 2021August 18, 2021 by Odisha Sports BureauAugust 18, 2021August 18, 20210172 ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପରେ ବିଭିନ୍ନ ସ୍ଥାନରୁ ଦଳ ପାଇଁ ଅନେକ ଉପହାର ଏବଂ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏ ସମସ୍ତ ଉପହାର ମଧ୍ୟରେ ହକିର...
Hockeyହକି ଟିମକୁ ଭବ୍ୟ ସ୍ୱାଗତOdisha Sports BureauAugust 17, 2021 by Odisha Sports BureauAugust 17, 20210390 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ହକି ଦଳ । ସାରା ବିଶ୍ୱରେ ଭାରତର ଟେକ ରଖିଥିବା ମହିଳା ଏବଂ ପୁରୁଷ ହକି ଟିମକୁ ଶିଙ୍ଗ ବାଜା, ଢୋଲ ଏବଂ ବାଣ ରୋଷଣୀରେ ସ୍ୱାଗତ...
Cricketଧୋନୀଙ୍କ ଧାକ୍କଡ ଫ୍ୟାନOdisha Sports BureauAugust 14, 2021 by Odisha Sports BureauAugust 14, 20210156 ଋାଞ୍ଚି: ଆସନ୍ତାକାଲି ଅଗଷ୍ଟ ୧୫ରେ ଧୋନୀଙ୍କ ସନ୍ନ୍ୟାସକୁ ବର୍ଷେ ପୁରୁଛି । ଇଣ୍ଟରନେସନାଲ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଫ୍ୟାନ୍ସମାନଙ୍କ ମଧ୍ୟରେ କମିନି ତାଙ୍କର କ୍ରେଜ । କ୍ରିକେଟ ପେମୀ ମାନେ...