କାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?
ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରୁ ବ୍ରେକ୍ ନେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ। ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରୁନଥିବା ମାକ୍ସୱେଲ ଏବେ ଅଧାରୁ ଆଇପିଏଲ ଛାଡ଼ିଥିବା ଜଣାପଡ଼ିଛି। ଏହି ବ୍ୟାଟ୍ସମ୍ୟାନ୍...