Cricketଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ, କ୍ରିକେଟରୁ ଅବସର ଘୋଷଣା କଲେ ଧୱନOdisha Sports BureauAugust 24, 2024August 24, 2024 by Odisha Sports BureauAugust 24, 2024August 24, 20240128 ନୂଆଦିଲ୍ଲୀ : ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ | ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଧୱନ | ଆଜି ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧୱନ...
Hockeyହକି ହିରୋଙ୍କୁ ଜୋରଦାର ସ୍ୱାଗତOdisha Sports BureauAugust 21, 2024 by Odisha Sports BureauAugust 21, 20240125 ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା...
Swimmingତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତାOdisha Sports BureauAugust 6, 2024 by Odisha Sports BureauAugust 6, 20240205 ଭୁବନେଶ୍ୱର : ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦...
Hockeyପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣାOdisha Sports BureauJune 26, 2024June 26, 2024 by Odisha Sports BureauJune 26, 2024June 26, 20240187 ନୂଆଦିଲ୍ଲୀ: ଜୁଲାଇରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଚଳିତଥର ଅଲମ୍ପିକ...
Uncategorizedଅଙ୍କିତାଙ୍କୁ ଅଲିମ୍ପିକ୍ସ ଟିକେଟ୍Odisha Sports BureauJune 17, 2024June 17, 2024 by Odisha Sports BureauJune 17, 2024June 17, 20240109 ଭାରତୀୟ ମହିଳା ତୀରନ୍ଦାଜ ଅଙ୍କିତା ଭକତ ଏଠାରେ ଚାଲିଥିବା ଶେଷ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ପ୍ରଦର୍ଶନ ବଳରେ ସେ ମହିଳା ତୀରନ୍ଦାଜିର ବ୍ୟକ୍ତିଗତ ବର୍ଗରେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ...
Cricketପାକିସ୍ତାନକୁ ୬ ରନ୍ରେ ପରାସ୍ତ କଲା ଭାରତOdisha Sports BureauJune 10, 2024 by Odisha Sports BureauJune 10, 20240178 ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ...
Cricketବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆOdisha Sports BureauJune 6, 2024 by Odisha Sports BureauJune 6, 20240141 ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ...
Cricketମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତOdisha Sports BureauJune 3, 2024 by Odisha Sports BureauJune 3, 20240179 ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ ହେଡ୍ କୋଚ୍ ପାଇଁ ପ୍ରକ୍ରିୟା...
Tennisତୃତୀୟ ରାଉଣ୍ଡରେ ଜୋକୋଭିକOdisha Sports BureauMay 31, 2024 by Odisha Sports BureauMay 31, 20240196 ପ୍ୟାରିସ୍: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ...
Cricketଅଲଗା ହେବେ କି ଷ୍ଟାର୍ ଦମ୍ପତି କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟୋନ୍କୋଭିକ୍Odisha Sports BureauMay 24, 2024 by Odisha Sports BureauMay 24, 20240149 ଅଲଗା ହେବେ କି ଷ୍ଟାର୍ ଦମ୍ପତି କ୍ରିକେଟର୍ | ହଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟୋନ୍କୋଭିକ୍ ଅଲଗା ହେବାର ଚର୍ଚ୍ଚା ଏବେ ଜୋର ଧରୁଛି |ଏପରି ଏକ ଚର୍ଚ୍ଚା ସୋସିଆଲ୍...