Javelin Throwଡାଏମଣ୍ଡ ଲିଗ୍ : ନୀରଜ ଦ୍ବିତୀୟ, କିଶୋରଙ୍କ ପଦାର୍ପଣ ଫିକାOdisha Sports BureauMay 11, 2024 by Odisha Sports BureauMay 11, 20240158 ଦୋହା: ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗ୍ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଲିମ୍ପିକ୍ସ ଓ ବିଶ୍ବ ବିଜେତା ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା । ହେଲେ ତାଙ୍କ ସାଥୀ ଏସୀୟ ରୌପ୍ୟ ବିଜେତା ଓଡ଼ିଆ...
Hockeyଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତOdisha Sports BureauMay 10, 2024 by Odisha Sports BureauMay 10, 20240158 ବେଲ୍ଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ଲାଗି ଗୁରୁବାର ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ...
Cricketଟି-୨୦ ବିଶ୍ୱକପ୍ ପାଇଁ ଲଞ୍ଚ୍ ହେଲା ଟିମ୍ ଇଣ୍ଡିଆର ଜର୍ସି: ଏହି ଲୁକ୍ରେ ନଜର ଆସିବେ ଖେଳାଳିOdisha Sports BureauMay 7, 2024May 7, 2024 by Odisha Sports BureauMay 7, 2024May 7, 20240158 ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ ଗୋଟିଏ ମାସରୁ କମ ସମୟ ବାକି ରହିଛି। ଏହା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍ ହୋଇଛି॥ ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ...
Cricketସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦOdisha Sports BureauMay 7, 2024May 7, 2024 by Odisha Sports BureauMay 7, 2024May 7, 20240162 ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହୋଇଛି ସନ୍ରାଇଜର୍ସ ହାଇଦ୍ରାବାଦ | IPL ୨୦୨୪ର ୫୫ ତମ ମୁକାବିଲାରେ ବିଜୟୀ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ | ସନ୍ରାଇଜର୍ସକୁ ୭ ୱିକେଟ୍ରେ ହରାଇଛି ଟିମ ମୁମ୍ବାଇ...
Cricketଧୋନିଙ୍କୁ ଆଉଟ କରିବା ପରେ ଘୃଣାର ଶିକାର ହେଲେ ହର୍ଷଲ ପଟେଲOdisha Sports BureauMay 6, 2024 by Odisha Sports BureauMay 6, 20240164 ଧୋନିଙ୍କୁ ଆଉଟ କରିବା ପରେ ଘୃଣାର ଶିକାର ହେଲେ ହର୍ଷଲ ପଟେଲ | ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଚାଲିଥିଲା ଆଇପିଏଲ୍ ୨୦୨୪ର ୫୩ତମ ମ୍ୟାଚ | ଏହା ବହୁତ ରୋମାଞ୍ଚପୂର୍ଣ୍ଣ...
Wrestlingପରିସ୍ରା ନମୁନା ନଦେବା ମହଙ୍ଗା ସାବ୍ୟସ୍ତ : ନିଲମ୍ବନ ହେଲେ ବଜରଙ୍ଗ ପୁନିଆOdisha Sports BureauMay 6, 2024May 6, 2024 by Odisha Sports BureauMay 6, 2024May 6, 20240169 ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ନିଲମ୍ବନ ସାମୟିକ ବୋଲି...
Cricketବିସିସିଆଇର ବଡ଼ ନିଷ୍ପତି: ବର୍ଷକୁ କୋଟିଏ ଟଙ୍କା ଦରମା ପାଇବେ ଭାରତର ଘରୋଇ କ୍ରିକେଟରOdisha Sports BureauApril 25, 2024 by Odisha Sports BureauApril 25, 20240184 ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ଚାହୁଁଛି ବିସିସିଆଇ । ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ ଖୋଜିବାକୁ କୁହାଯାଇଛି। ମ୍ୟାଚ୍ ଫିରେ ତୁରନ୍ତ ବୃଦ୍ଧି...
Cricket୫୧ ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର, ତାଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବOdisha Sports BureauApril 24, 2024April 24, 2024 by Odisha Sports BureauApril 24, 2024April 24, 20240133 ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ବୟସରେ...
Uncategorizedଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳିOdisha Sports BureauApril 24, 2024 by Odisha Sports BureauApril 24, 20240149 ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପ୍ ଲାଗି ମନୋନୀତ ଭାରତୀୟ...
Cricketଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍ଖୁଣ୍ଟOdisha Sports BureauApril 23, 2024April 23, 2024 by Odisha Sports BureauApril 23, 2024April 23, 20240146 ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ ବନାମ ଆରଆର ମ୍ୟାଚ ଆରମ୍ଭ ପୂର୍ବରୁ...