Uncategorizedଦୁବାଇରେ ପାକ୍ ଖେଳାଳିଙ୍କ ହାତରେ ଭାରତୀୟ ପତାକାOdisha Sports BureauApril 22, 2024 by Odisha Sports BureauApril 22, 20240170 ଦୁବାଇ: ପାକ୍ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ...
Tennisକଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସାOdisha Sports BureauApril 17, 2024 by Odisha Sports BureauApril 17, 20240159 କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି।...
Cricketକାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?Odisha Sports BureauApril 16, 2024 by Odisha Sports BureauApril 16, 20240159 ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରୁ ବ୍ରେକ୍ ନେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ। ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରୁନଥିବା ମାକ୍ସୱେଲ ଏବେ ଅଧାରୁ ଆଇପିଏଲ ଛାଡ଼ିଥିବା ଜଣାପଡ଼ିଛି। ଏହି ବ୍ୟାଟ୍ସମ୍ୟାନ୍...
Footballଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟOdisha Sports BureauNovember 18, 2023 by Odisha Sports BureauNovember 18, 20230179 ଫିଫା ବିଶ୍ୱକପ ୨୦୨୬ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ରାତିରେ କୁଏତ ସିଟିରେ ଅନୁଷ୍ଠିତ ଦ୍ବିତୀୟ ରାଉଣ୍ଡ୍ ପ୍ରଥମ ମ୍ୟାଚ୍ରେ ଘରୋଇ କୁଏତକୁ ୧-୦ ଗୋଲ୍ରେ...
Cricketଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ୍ ଦଳରେ ଓଡ଼ିଶାରୁ ୪Odisha Sports BureauNovember 14, 2023 by Odisha Sports BureauNovember 14, 20230180 ଦ କ୍ରିକେଟ୍ ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ ଇନ୍ ଇଣ୍ଡିଆ (କାବି) ସୋମବାର ମହିଳା ଦ୍ବିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷଣା କରିଛି। ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ନେପାଳ...
Cricketବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!Odisha Sports BureauNovember 7, 2023 by Odisha Sports BureauNovember 7, 20230164 କଟକ : ଚଳିତ ବିଶ୍ବକପ୍ରେ ବାରବାଟୀ ଷ୍ଟାଡିୟମକୁ ଗୋଟିଏ ବି ମ୍ୟାଚ୍ ମିଳି ନଥିବାରୁ ନିରାଶ ହୋଇଥିବା ଓଡ଼ିଶାର କ୍ରିକେଟ୍ପ୍ରେମୀଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପୁଣି ଥରେ ଖୁସି ଖବର ଆଣିବାକୁ...
Cricketମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶାOdisha Sports BureauNovember 4, 2023 by Odisha Sports BureauNovember 4, 20230163 ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା ୭ ୱିକେଟ୍ରେ ହରାଇଲା । ଆଫଗାନିସ୍ତାନ ଶୁକ୍ରବାର ଇକାନା ଷ୍ଟାଡିୟମରେ ବିଶ୍ୱକପର ୩୪ ତମ ମୁକାବିଲାରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ । ନେଦରଲାଣ୍ଡ ଓ ଅ।ଫଗାନିସ୍ତାନ ଟସ୍ ଜିତି...
Cricketନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକାOdisha Sports BureauNovember 2, 2023 by Odisha Sports BureauNovember 2, 20230199 ପୁଣେ : ଡି କକ୍ ଓ ଭାନ ଡର ଡସେନଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା...
Cricketୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତିOdisha Sports BureauNovember 1, 2023November 1, 2023 by Odisha Sports BureauNovember 1, 2023November 1, 20230129 ବ୍ୟୁରୋ : ୱାଙ୍ଖଡ଼େ ଷ୍ଟାଡିୟମ୍ରେ ବୁଧବାର ଭାରତୀୟ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଶେଷ ସ୍ପର୍ଶ...
Cricketମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣOdisha Sports BureauNovember 1, 2023November 1, 2023 by Odisha Sports BureauNovember 1, 2023November 1, 20230156 ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ...