Cricketକ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ କ୍ରିକେଟ୍ ଦଳର ଅପରାଜେୟ ଯାତ୍ରା ଜାରିOdisha Sports BureauOctober 30, 2023 by Odisha Sports BureauOctober 30, 20230157 କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ କ୍ରିକେଟ୍ ଦଳର ଅପରାଜେୟ ଯାତ୍ରା ଜାରି ରହିଛି। ରବିବାର ବିଜେତା ଇଂଲଣ୍ଡକୁ ଠିକ୍ ୧୦୦ ରନ୍ରେ ହରାଇ ରୋହିତ ବାହିନୀ ୬ ମ୍ୟାଚ୍ରୁ ଲଗାତାର ୬ ବିଜୟ ହାସଲ କରିଛି।...
Cricket୮ ବର୍ଷ ପରେ ବୋଲିଂ କଲେ କୋହଲିOdisha Sports BureauOctober 20, 2023 by Odisha Sports BureauOctober 20, 20230163 ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ...
Cricketବେପରୁଆ ଗାଡ଼ି ଚାଳନା ପାଇଁ ରୋହିତଙ୍କୁ ନିନ୍ଦା, କଟିଲା ୩ଟି ଚାଲାଣOdisha Sports BureauOctober 19, 2023 by Odisha Sports BureauOctober 19, 20230156 ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା ହେଲେ ଦଣ୍ଡିତ । ଦ୍ରୁତ ଗତିରେ ଗାଡ଼ି ଚଲାଇ ଫାଇନ କାଟିଲେ ହିଟ୍ ମ୍ୟାନ । ମୁମ୍ବାଇ – ପୁନେ ଏକ୍ସପ୍ରେସ ହାଇୱେରେ ନିର୍ଦ୍ଧାରିତ ସ୍ପିଡରୁ ଅଧିକ...
Cricketଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିOdisha Sports BureauOctober 11, 2023 by Odisha Sports BureauOctober 11, 20230158 ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର...
Cricketମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…Odisha Sports BureauOctober 10, 2023 by Odisha Sports BureauOctober 10, 20230146 ୨୦୨୩ ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେ.ଏଲ ରାହୁଲ ମ୍ୟାଚ ପରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବା...
Cricketନ୍ୟୁଜିଲାଣ୍ଡର କ୍ରମାଗତ ବିଜୟOdisha Sports BureauOctober 10, 2023 by Odisha Sports BureauOctober 10, 20230157 ହାଇଦ୍ରାବାଦ : ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଧାରା ଜାରି ରହିଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବା ବେଳେ ଆଜି ଅପେକ୍ଷାକୃତ ନେଦରଲ୍ୟାଣ୍ଡ୍ସକୁ ମାତ୍ ଦେଇଛି...
Cricketସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସିOdisha Sports BureauOctober 4, 2023 by Odisha Sports BureauOctober 4, 20230232 ନୂଆଦିଲ୍ଲୀ : ରାତି ପାହିଲେ ବିଶ୍ୱକପ | ବିଶ୍ୱକପ ମଜାଉଠାଇବେ କ୍ରିକେଟ୍ ପ୍ରେମୀ । ତେବେ ତା’ ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି । କ୍ରିକେଟ୍...
Cricketଇତିହାସ ରଚିଲେ ବାମହାତୀ କ୍ରିକେଟର୍ ଯଶସ୍ବୀ ଜୈଶୱାଲ୍Odisha Sports BureauOctober 3, 2023 by Odisha Sports BureauOctober 3, 20230150 ନୂଆଦିଲ୍ଲୀ: ଚୀନରେ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍ ଇଣ୍ଡିଆର ଓପେନିଂ ମ୍ୟାଚ୍ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍...
Cricketବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍Odisha Sports BureauSeptember 30, 2023 by Odisha Sports BureauSeptember 30, 20230172 ନୂଆଦିଲ୍ଲୀ : ବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ଶନିବାର ବର୍ଷାପଡ଼ା ଗ୍ରାଉଣ୍ଡ୍ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍ପ୍ରେମୀ ବହୁ...
Cricketବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖOdisha Sports BureauSeptember 28, 2023September 28, 2023 by Odisha Sports BureauSeptember 28, 2023September 28, 20230162 ମୁମ୍ବାଇ : ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ | ବଲିଉଡର ବାଦଶାହ ଶାହରୁଖ ଖାନ ଏବେ ତାଙ୍କ ଚଳଚ୍ଚିତ୍ର ‘ଯବାନ’ର ସଫଳତାକୁ ଉତ୍ସାହ ଅଛନ୍ତି | ଏହି ବର୍ଷ ତାଙ୍କର...