Tag : indian cricket team

Cricket

ନେପାଳକୁ ପରାସ୍ତ କରି ସୁପର୍ ୪ରେ ଭାରତ

Odisha Sports Bureau
ଦିଲ୍ଲୀ;ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍‌ରେ ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ...
Cricket

୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ

Odisha Sports Bureau
ମୁମ୍ବାଇ: ଭାରତରେ ଖେଳାଯିବ ୨୦୨୩ କ୍ରିକେଟ୍ ଦିନିକିଆ ବିଶ୍ୱକପ । ଏହି ବିଶ୍ୱକପ ପୂର୍ବରୁ ସବୁ ଟିମ୍ କରୁଛନ୍ତି ଜୋରଦାର ଅଭ୍ୟାସ ଆଉ ଲାଗିପଡିଛନ୍ତି । କିପରି ହାତେଇବେ ଟ୍ରଫି । କିନ୍ତୁ କ୍ରୀଡାପ୍ରେମୀଙ୍କ...
Cricket

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

Odisha Sports Bureau
ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଏଥିରେ କାହାରି ସନ୍ଦେହ ନାହିଁ । ଅ।ଇସିସିର ବାର୍ଷିକ ରାଜସ୍ୱରେ ସବୁଠୁ ବଡ଼ ଯୋଗଦାନ ବିସିସିଅ।ଇ କରିଥାଏ ଚଳିତ ବର୍ଷର ଘୋଷଣା ଅନୁସାରେ, ବିସିସିଅ।ଇ...
Cricket

ମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟର

Odisha Sports Bureau
କାଶ୍ମୀର: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଷ୍ଟାର୍‌ ଖେଳାଳି ସରଫରାଜ୍‌ ଖାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇରେ ଜନ୍ମଲାଭ କରିଥିବା ୨୫ ବର୍ଷୀୟ ସରଫରାଜ୍‌ କଶ୍ମୀରର ଜଣେ ଯୁବତୀଙ୍କ ସହ ନିକ୍‌ହା କରିଛନ୍ତି।...
Cricket

ଷ୍ଟୁଆର୍ଟ ବ୍ରଡ ସହିତ ଭାଇରାଲ ଫଟୋରେ ଜେମ୍ସ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ଭେଟେରାନ୍ ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟେଷ୍ଟ୍ ଆଶେସ୍ ସିରିଜର ଶେଷ ମ୍ୟାଚ୍ କେନିଙ୍ଗଟନ୍ ଓଭଲରେ...
Cricket

୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍

ମୁମ୍ବାଇ; ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ବାଜି ଜିତିଲା ଇଣ୍ଡିଜ । ୬ ଓ୍ଵିକେଟରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ବରାବର କରିଛି ଘରୋଇ ଦଳ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ...
Cricket

ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌

ମୁମ୍ବାଇ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ବିଶ୍ୱକପ୍‌ ପୂର୍ବରୁ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଫୋକସ୍‌, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌ | ଇତିମଧ୍ୟରେ ବିସିସିଆଇ ଏବଂ ଆଇସିସି...
Cricket

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌...
Cricket

ଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜ

ମୁମ୍ବାଇ: ସରିଛି ଟେଷ୍ଟ ସିରିଜ । ଏବେ ଆରମ୍ଭ ହେବ ଦିନିକିଆ ସିରିଜ । ଆଜି ସଂନ୍ଧ୍ୟା ୭ଟାରେ ମୁହାଁ ମୁହିଁ ହେବେ ଭାରତ- ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜର ବାରବୋଡୋସରେ ଖେଳାଯିବ ପ୍ରଥମ ମୁକାବିଲା...
Cricket

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ? ଜାଣନ୍ତୁ

ବ୍ୟୁରୋ : ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛି ଟିମ ଇଣ୍ଡିଆ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେଉଛି ।...