Cricketସ୍ଲୋ ଓଭର ପାଇଁ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଫାଇନOdisha Sports BureauMay 9, 2023 by Odisha Sports BureauMay 9, 20230100 କୋଲକାତା ନାଇଟ ରାଇଡର୍ସ ଅଧିନାୟକ ନାୟକ ନିତୀଶ ରାଣାଙ୍କୁ ବଡ ଝଟକା ।ନୀତୀଶ ରାଣାଙ୍କ ସ୍ଲୋ ଓଭର ଯୋଗୁଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।ଆଇପିଏଲ ୨୦୨୩ରେ ସୋମବାର ଖେଳାଯାଇଥିବା ମ୍ୟାଚରେ...
Cricketଚେନ୍ନାଇକୁ ୧୪୦ରନର ଟାର୍ଗେଟ ଦେଲା ମୁମ୍ବାଇOdisha Sports BureauMay 6, 2023May 6, 2023 by Odisha Sports BureauMay 6, 2023May 6, 20230100 ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ ଓ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳାଯାଇଛି ।ଏହା ଚଳିତ ଆଇପିଏଲର ୪୯ତମ ମ୍ୟାଚ । ଆଜିର ମ୍ୟାଚରେ ଚେନ୍ନାଇକୁ ୧୪୦ରନର ଟାର୍ଗେଟ...
Cricketଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କରOdisha Sports BureauApril 27, 2023 by Odisha Sports BureauApril 27, 20230145 ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମୁହାଁ ବେବେ । ଚେନ୍ନାଇ ଓ ରାଜସ୍ଥାନ ସାତୋଟି ଟି ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ସାତେଟି ମ୍ୟାଚରୁ ୫ଟି ଜିତିଛି ଦୁଇଟି ହାରି...
Cricketନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତOdisha Sports BureauApril 26, 2023 by Odisha Sports BureauApril 26, 20230116 ନିକଟରେ ସୁନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ ।ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ ଭିତରେ ଅନୁଷ୍ଠିତ...
Cricketଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡOdisha Sports BureauApril 25, 2023 by Odisha Sports BureauApril 25, 20230108 ଲକ୍ଷେ୍ନø ସୁପର ଜିଆଣ୍ଟର ଫାଷ୍ଟ ବୋଲର ମର୍କ୍ସ ଉଡ ଖେଳିବେ ନାହିଁ ଆଇପିଏଲ ।ସେ ଜଣେ ଭଲ ସ୍ପିନର ସୁପର ଜିଆଣ୍ଟ ପାଇଁ ୧୧ ୱିକେଟ ନେଇ ଛନ୍ତି । କିଛି ଦିନ ତାଙ୍କ...
Cricketମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲାOdisha Sports BureauApril 19, 2023April 19, 2023 by Odisha Sports BureauApril 19, 2023April 19, 20230129 ମୁମ୍ବାଇ: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲ କରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା । ସଚିନ ହେଉଛନ୍ତି ମୁମ୍ବାଇ ପୁର୍ବତମ ଖେଳାଳୀ ସଚିନଙ୍କ ପୁଅ ।...
Cricketସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସOdisha Sports BureauApril 8, 2023April 8, 2023 by Odisha Sports BureauApril 8, 2023April 8, 20230116 ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ। ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାହୁଲ ତ୍ରିପାଠୀ ୩୫ ରନ...
Cricketଶାହାରୁଖ ଖାନଙ୍କ ସହ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲିOdisha Sports BureauApril 7, 2023April 7, 2023 by Odisha Sports BureauApril 7, 2023April 7, 20230120 ରୟାଲ ଚ୍ୟାଳେଞ୍ଜର୍ସ ବାଙ୍ଗାଲୋର ଟିମ୍ ଆଇପିଏଲ୍ ୨୦୨୩ରେ ପ୍ରଥମ ପରାଜୟ ଗ୍ରହଣ କରିଛି ।କୋଲକତା ଟିମ ଠାରୁ ୮୧ରନରେ ପରାଜୟ ଗ୍ରହଣ କରିଛି ବାଙ୍ଗାଲୋର । ଏହି ଖୁସିରେ କୋଲକତା ନାଇଟ ରାଇଡର୍ସର ମାଲିକ...
Cricketଆଇପିଏଲ ୨୦୨୩ରେ ଆଜି ମୁହାଁ ମୁହିଁ ହେବେ ଫାଫ ଡୁ’ପ୍ଲେସିସ ଓ ନୀତିଶ ରାଣାOdisha Sports BureauApril 6, 2023 by Odisha Sports BureauApril 6, 2023098 ଆଜି ଆଇପିଏଲ ରେ ମୁହାମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ କୋଲକାତା ନାଇଟ ରାଇଡର୍ସ । କୋଲକାତାର ଇଡେନ ଗାଡେନରେ ମ୍ୟ।ଚ ଅନୁଷ୍ଟିତ ହେବ । ଦୁଇଟି ଟିମ ଆଗରୁ ଗୋଟେ ଗୋଟେ...
Cricketରାଜସ୍ଥାନକୁ ୫ରନରେ ହରାଇଲା ପଞ୍ଜାବ କିଙ୍ଗ୍ସOdisha Sports BureauApril 6, 2023 by Odisha Sports BureauApril 6, 20230109 ବାଜିମାରିଲା ପଞ୍ଜାବ କିଙ୍ଗ୍ସ । ରାଜସ୍ଥାନକୁ ୫ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ । ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଶିଖର ଧୱନ ଓ ପ୍ରଭସିମ୍ରନ୍ ସିଂହଙ୍କ ଅର୍ଦ୍ଧଶତକ ବଳରେ ୪...