Athletics Cricketଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।Odisha Sports BureauJanuary 19, 2026 by Odisha Sports BureauJanuary 19, 2026022 ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା...
Footballବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧOdisha Sports BureauAugust 12, 2025 by Odisha Sports BureauAugust 12, 2025066 ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି ।...
Cricketବିଷ ଓଗାଳିଲେ ଆଫ୍ରିଦି, ବିବାଦୀୟ ବୟାନ ଦେଇ ହଙ୍ଗାମା କଲେOdisha Sports BureauJuly 21, 2025 by Odisha Sports BureauJuly 21, 2025063 ନୂଆଦିଲ୍ଲୀ;-ଭାରତ ସମ୍ପ୍ରତି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ୨୦୨୫ଲିଗ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିଛି। ହରଭଜନ ସିଂହ, ଶିଖର ଧାୱନ, ସୁରେଶ ରାଇନା ଏବଂ ଅଲରାଉଣ୍ଡର ୟୁସୁଫ ପଠାନଙ୍କ ଭଳି କ୍ରିକେଟର...
Cricketଶ୍ରେୟସ ଆୟର ରଚିଲେ ଇତିହାସOdisha Sports BureauMay 27, 2025 by Odisha Sports BureauMay 27, 2025052 ରିପୋର୍ଟର୍ସ ଟୁଡେ ବ୍ୟୁରୋ;IPL ୨୦୨୫ର ୬୯ ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ବିଜୟ ପଞ୍ଜାବକୁ ସିଧାସଳଖ କ୍ୱାଲିଫାୟର୍-1ରେ ପହଞ୍ଚାଇଛି। ଦଳ ପଏଣ୍ଟ...
Cricketଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇOdisha Sports BureauMay 25, 2025 by Odisha Sports BureauMay 25, 2025069 ଅହମ୍ମଦାବାଦ : ଚାଲିଛି ଆଇପିଏଲର ୬୭ ତମ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ – ଗୁଜରାଟ । ଏହି ମ୍ୟାଚେରେ ପ୍ରଥମ ଇନିଜ ଶେଷ ହୋଇଯାଇଛି । ...
Cricketପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାOdisha Sports BureauNovember 16, 2024 by Odisha Sports BureauNovember 16, 20240115 ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ...
Footballଓଡ଼ିଶା ଏଫ୍ସିର ନୂଆ କିଟ୍ ଉନ୍ମୋଚିତOdisha Sports BureauAugust 23, 2024 by Odisha Sports BureauAugust 23, 2024099 ଓଡ଼ିଶା ଏଫ୍ସି ‘୨୦୨୪-୨୫’ ଋତୁ ଲାଗି ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ଓଡ଼ିଶାର ମହନୀୟ କଳା ସଂସ୍କୃତି ତଥା ପରମ୍ପରା ଏବଂ ବିଶ୍ବ ପ୍ରସିଦ୍ଧ ହସ୍ତତନ୍ତର ଝଲକ ଦେଖିବାକୁ ମିଳୁଛି। ଜର୍ସିର...
Cricketପାକିସ୍ତାନକୁ ୬ ରନ୍ରେ ପରାସ୍ତ କଲା ଭାରତOdisha Sports BureauJune 10, 2024 by Odisha Sports BureauJune 10, 20240118 ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ...
Uncategorizedଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳOdisha Sports BureauMay 22, 2024 by Odisha Sports BureauMay 22, 20240139 ବ୍ୟାଙ୍କକ୍: ବ୍ୟାଙ୍କକରେ ଅନୁଷ୍ଠିତ ଏସିଆନ୍ ରିଲେ ଚାମ୍ପିଅନସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିସାରିଥିବା ଭାରତର ୪ଗୁଣା୪୦୦ ମିଟର ରିଲେ ଦଳ...
Mrathon Wrestlingନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡOdisha Sports BureauMay 21, 2024May 21, 2024 by Odisha Sports BureauMay 21, 2024May 21, 20240110 ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ଼ ସହ ବିଶ୍ୱରେ ରେକର୍ଡ କଲେ ଦୀପ୍ତି | ଭାରତର ଦୀପ୍ତି ଜୀବନଜୀ ଜାପାନରେ ଚାଲିଥିବା ବିଶ୍ୱ ପାରା ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ...