Cricketଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନOdisha Sports BureauNovember 15, 2021 by Odisha Sports BureauNovember 15, 20210186 ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହାପରେ ମଇଦାନରୁ ଡ୍ରେସିଂ ରୁମ, ସବୁଠି...
Cricketନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତOdisha Sports BureauNovember 15, 2021 by Odisha Sports BureauNovember 15, 20210182 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
Cricketଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆOdisha Sports BureauNovember 14, 2021November 14, 2021 by Odisha Sports BureauNovember 14, 2021November 14, 20210167 ନୂଆଦିଲ୍ଲୀ: ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମନୋନୀତ କରାଯାଇଛି । ଏହାପରେ କୋଚ ପଦ ପାଇଁ ଦୌଡରେ ସାମିଲ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ...
Cricketବିଶ୍ୱ ପାଇବ ନୂଆ ବିଜେତାOdisha Sports BureauNovember 14, 2021 by Odisha Sports BureauNovember 14, 20210210 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
CricketIPLରେ ରଣବୀର-ଦୀପିକାଙ୍କ ଡେବ୍ୟୁOdisha Sports BureauOctober 22, 2021 by Odisha Sports BureauOctober 22, 20210276 ମୁମ୍ବାଇ: ଆସନ୍ତା ବର୍ଷ ୨୦୨୨ ଆଇପିଏଲକୁ ନେଇ ଏବେ ସରଗରମ ରହିଛି କ୍ରୀଡା ଜଗତ । ଏଥିରେ ମେଗା ଅକ୍ସନ ସହିତ ଦୁଇଟି ନୂଆ ଟିମ ଯୋଡି ହେବ ବୋଲି ଘୋଷଣା ହୋଇସାରିଛି ।...
Cricketଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରିOdisha Sports BureauOctober 11, 2021 by Odisha Sports BureauOctober 11, 20210142 ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା...
Cricketନୂଆ ଲୁକରେ ଫେରିବ ଟିମ ଇଣ୍ଡିଆOdisha Sports BureauOctober 9, 2021 by Odisha Sports BureauOctober 9, 20210209 ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି...
More Sportsରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶାOdisha Sports BureauOctober 7, 2021October 7, 2021 by Odisha Sports BureauOctober 7, 2021October 7, 20210268 ମୁମ୍ବାଇ: ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିବା ପରେ ବିଭିନ୍ନ ଘଟଣାକୁ ନେଇ ଖୁବ ଚଚର୍ଚ୍ଚାରେ ରହୁଛନ୍ତି ନୀରଜ ଚୋପ୍ରା । ଏମେ ସାରା ସେ ଜଣେ ରୋଲ ମଡେଲ ଭାବରେ ଉଭା ହୋଇଛନ୍ତି...
Cricketଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନOdisha Sports BureauOctober 6, 2021 by Odisha Sports BureauOctober 6, 20210141 ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ । କିନ୍ତୁ ଏହା ପୂର୍ବରୁ ଭାରତକୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଏବେ ୟୁଏଇରେ...
Cricketକିଏ ହେବ ଏଲିମିନେଟ ??Odisha Sports BureauOctober 5, 2021October 5, 2021 by Odisha Sports BureauOctober 5, 2021October 5, 20210135 ଶାରଜାହ: ଆଇପିଏଲର ୫୧ତମ ମ୍ୟାଚରେ ଆଜି ମଇଦାନରେ ଆମନା ସାମନା ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ । ପ୍ଲେ-ଅଫକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ଖୁବ କମ ସୁଯୋଗ...