More Sportsପାରା ଅଲିମ୍ପିକକୁ ନିଆରା ଶୁଭେଚ୍ଛାOdisha Sports BureauAugust 24, 2021 by Odisha Sports BureauAugust 24, 20210164 ଟୋକିଓ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ-୨୦୨୦ । ନ୍ୟାସନାଲ ଷ୍ଟାଡିୟମରେ ଏହି ଅଲିମ୍ପିକର ଆୟୋଜନ କରାଯାଉଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ ୪୫୩୭ ଜଣ କ୍ରୀଡାବିତ ଭାଗ ନେଉଥିବା...
Cricketକପିଲଙ୍କୁ ଅତିକ୍ରମ କରିବେ ବୁମରାହOdisha Sports BureauAugust 23, 2021 by Odisha Sports BureauAugust 23, 20210180 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବାର ରହିଛି ଯଥେଷ୍ଟ ସମ୍ଭାବନା । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ...
Cricketପୁଣି ଜଣେ ଖେଳାଳୀ ଆହତOdisha Sports BureauAugust 23, 2021 by Odisha Sports BureauAugust 23, 20210157 ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଦ୍ୱିତୀୟ ମ୍ୟାଚରେ ହାର ପରେ ଇଂଲଣ୍ଡ ତୃତୀୟ ମ୍ୟାଚରେ ବିଜୟ ହାସଲ ପାଇଁ ଯଥା ସମ୍ଭବ...
Cricketମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନOdisha Sports BureauAugust 23, 2021 by Odisha Sports BureauAugust 23, 20210162 କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର ଅତ୍ୟାଚାର ସାରା ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଯାହାଫଳରେ ହଜାର ହଜାର ଲୋକ ନିଜ ଦେଶ ଛାଡି ଯିବା ପାଇଁ ବାଧ୍ୟ ହେଉଛନ୍ତି ।...
More Sportsଭାରତକୁ ପୁଣି ରୋପ୍ୟOdisha Sports BureauAugust 23, 2021 by Odisha Sports BureauAugust 23, 20210356 ନୂଆଦିଲ୍ଲୀ: କେନିଆର ନାଇରୋବିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରହିଛି ଭାରତର ଦବଦବା । ଭାରତ ପାଇଁ ଏହି ଚମ୍ପିଆନସିପରେ ଖୁବ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ...
More Sportsପୁଣି ନୀରଜଙ୍କୁ ସରପ୍ରାଇଜOdisha Sports BureauAugust 21, 2021 by Odisha Sports BureauAugust 21, 20210184 ନୂଆଦିଲ୍ଳୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ନୀରଜଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଉଛି ।...
Cricketବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧOdisha Sports BureauAugust 21, 2021August 21, 2021 by Odisha Sports BureauAugust 21, 2021August 21, 20210339 ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା...
Cricketଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହOdisha Sports BureauAugust 20, 2021August 20, 2021 by Odisha Sports BureauAugust 20, 2021August 20, 20210168 ନୂଆଦିଲ୍ଳୀ: ଆଫଗାନି କ୍ରିକେଟର ଜଣେ ଜଣାଶୁଣା ଚେହେରା, ଅସରଫ ଆଫଗାନ । ଆଫଗାନିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ । ସେ ଏବେ ଖେଳିବାକୁ ଯାଉଛନ୍ତି ଲାଇଫର ଦ୍ୱିତୀୟ ଇନିଂସ । ବ୍ୟକ୍ତିଗତ ଜୀବନେରେ...
More Sportsଖୋ ଖୋ ପାଇଁ ଓଡିଶା ସରକାରଙ୍କ ଆଶାOdisha Sports BureauAugust 19, 2021 by Odisha Sports BureauAugust 19, 20210365 ଭୁବନେଶ୍ୱର (ଓଡିଶା ସ୍ପୋର୍ଟର୍ସ) : ଖୋ ଖୋ ହେଉଛି ଭାରତର ଏକ ପୂରାତନ ଖେଳ । ଏହି ଖେଳ ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିପାରିଛି । ଜାତୀୟ ଚମ୍ପିୟାନସିପରେ ଫାଇନାଲରେ ହାରିଯାଇଥିଲେ ମହିଳା...
Cricketବଦଳିବ ଆଇପିଏଲର ରୂପରେଖOdisha Sports BureauAugust 18, 2021August 18, 2021 by Odisha Sports BureauAugust 18, 2021August 18, 20210248 ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ ପୁଣି ଥରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଆସନ୍ତା ସିଜନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ତେବେ...