Kabbadiଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନOdisha Sports BureauJune 28, 2023 by Odisha Sports BureauJune 28, 20230138 ବୁସାନ : ଆରମ୍ଭ ହୋଇଛି ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ବିଜୟ ଅଭିଯାନ | ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇ ଥିଲା ଭାରତ | ପରେ ଦ୍ବିତୀୟ...
Cricketଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆOdisha Sports BureauMay 20, 2023 by Odisha Sports BureauMay 20, 20230164 ଆଇପିଏଲ ନ ସରିବା ପୂର୍ବରୁ ଡବ୍ଲ୍ୟୁଟିସ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଖେଳାଳି ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି...
Cricketଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣାOdisha Sports BureauApril 25, 2023 by Odisha Sports BureauApril 25, 20230183 ବିସିସିଆଇ ତରଫରୁ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଭାରତୀୟ ଦଳର ଘୋଷଣା ହୋଇଛି । ବିସିସିଆଇ ଘୋଷଣା ହୋଇଥିବା ଟିମରେ ଥିବା ସମସ୍ତଙ୍କ ନାମତାଲିକା ସହ ରୋହିତଙ୍କ ଫୋଟ ସେୟାର କରିଛି । ସେହି...
Cricketଅଣ୍ଡର-୧୯ T – ୨୦: ଫାଇନାଲ୍ରେ ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍Odisha Sports BureauJanuary 30, 2023 by Odisha Sports BureauJanuary 30, 20230159 ନୂଆଦିଲ୍ଲୀ : ଅଣ୍ଡର-୧୯ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣ ବିଜେତା ହୋଇଯାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ | ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ...
Cricketଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟOdisha Sports BureauDecember 31, 2022 by Odisha Sports BureauDecember 31, 20220183 ନୂଆଦିଲ୍ଲୀ : ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍ଆର୍ଆଇ ଶୁକ୍ରବାର ରାତିରେ କରାଯାଇଛି। ଡେରାଡୁନର ମାକ୍ସ ହସ୍ପିଟାଲରେ...
Cricketଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ଋଷଭ ପନ୍ତOdisha Sports BureauDecember 29, 2022 by Odisha Sports BureauDecember 29, 20220155 ଭୁବନେଶ୍ୱର: ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ରିଷଭ ପନ୍ତ । ଏହି ବାଦ ପଡିବାକୁ ନେଇ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ,...
Hockeyହକି ବିଶ୍ବକପ୍ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବOdisha Sports BureauDecember 29, 2022 by Odisha Sports BureauDecember 29, 20220170 ନୂଆଦିଲ୍ଲୀ : ହକି ବିଶ୍ବକପ୍ ପାଇଁ ବାକି ରହିଲା ଆଉ କିଛି ଦିନ । ଏହାରି ଭିତରେ ଓଡ଼ିଶାରେ ପହଂଚି ସାରିଛି ଭାରତୀୟ ଦଳ । ତେବେ ବିଶ୍ବକପ୍ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି...
Hockeyହକି ମହାକୁମ୍ଭ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଉଦଘାଟନୀ ଉତ୍ସବOdisha Sports BureauDecember 27, 2022 by Odisha Sports BureauDecember 27, 20220202 କଟକ : ଆଗକୁ ଆସୁଛି ହକି ମହାକୁମ୍ଭ | ଏଥି ପାଇଁ ଚଳଚଞ୍ଚଳ କଟକ ସହର । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ...
Uncategorizedହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳOdisha Sports BureauDecember 27, 2022December 27, 2022 by Odisha Sports BureauDecember 27, 2022December 27, 20220189 ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ...
Cricketଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳିOdisha Sports BureauDecember 26, 2022 by Odisha Sports BureauDecember 26, 20220172 ୨୦୨୨ରେ ଟିମ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଭାରତୀୟ ଦଳ ଟି-୨୦ ୱାର୍ଲ୍ଡକପର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ପରାସ୍ତର ହୋଇଥିଲା। ତେବେ ଅନେକ ସମୟରେ ଖବର ଆସିଥିଲା...