Hockey୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତOdisha Sports BureauSeptember 14, 2024 by Odisha Sports BureauSeptember 14, 2024077 ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ...
Hockeyଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତOdisha Sports BureauSeptember 9, 2024September 9, 2024 by Odisha Sports BureauSeptember 9, 2024September 9, 2024077 ନୂଆଦିଲ୍ଲୀ: ସୁଖଜିତ ସିଂଙ୍କ ଦମଦାର ଦୁଇଟି ଗୋଲ୍ ବଳରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଜାପାନକୁ ୫–୧ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ସୁଖଜିତ(୨ୟ ମିନିଟ ଓ...
Hockeyଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନାOdisha Sports BureauAugust 21, 2024August 21, 2024 by Odisha Sports BureauAugust 21, 2024August 21, 2024088 ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଭାରତୀୟ ହକି ଦଳର ଖେଳାଳି | ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଅଣିଥିବାରୁ ଓଡ଼ିଶାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ...
Hockeyହକି ହିରୋଙ୍କୁ ଜୋରଦାର ସ୍ୱାଗତOdisha Sports BureauAugust 21, 2024 by Odisha Sports BureauAugust 21, 2024085 ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା...
HockeyParis 2024 Olympics: ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜOdisha Sports BureauAugust 9, 2024 by Odisha Sports BureauAugust 9, 2024094 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ...
Hockeyଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣାOdisha Sports BureauAugust 9, 2024August 9, 2024 by Odisha Sports BureauAugust 9, 2024August 9, 20240235 ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ...
Hockeyହକିରେ ଜର୍ମାନୀଠୁ ହାରିଲା ଭାରତOdisha Sports BureauAugust 7, 2024 by Odisha Sports BureauAugust 7, 2024081 ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ...
HockeyParis Olympics Hockey: ଆଜି ଭାରତ-ଜର୍ମାନୀ କଡା ମୁକାବିଲାOdisha Sports BureauAugust 6, 2024 by Odisha Sports BureauAugust 6, 2024081 ଅଲିମ୍ପିକ୍ସରେ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିବା ଆଶାରେ ଭାରତୀୟ ହକି ଟିମ୍ । ଆଜି ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ସହ ହେବ ଭାରତର କଡ଼ା ମୁକାବିଲା । ମ୍ୟାଚ୍ ପୂର୍ବରୁ...
Hockeyପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତOdisha Sports BureauAugust 4, 2024 by Odisha Sports BureauAugust 4, 20240108 ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ। କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ। ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା...
Hockeyପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟOdisha Sports BureauAugust 1, 2024 by Odisha Sports BureauAugust 1, 2024097 ଆସାମ: ଆସାମର ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍ରେ...