Hockeyଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲOdisha Sports BureauNovember 8, 2018 by Odisha Sports BureauNovember 8, 20180750 ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍ , ୨୦୧୮ ପାଇଁ ଏକ ଓଡିଆ ଗୀତକୁ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଓଡିଶାରେ ହକି ମାନିଆକୁ...
Hockeyହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତOdisha Sports BureauNovember 7, 2018 by Odisha Sports BureauNovember 7, 20180720 ( ଓଡ଼ିଶା ର୍ସ୍ପୋଟ): ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି। ବିଶ୍ୱର ନମ୍ବର ଓ୍ବାନ ଦଳ ଅଷ୍ଟ୍ରେଲିଆ ବିଶ୍ୱକପର...
Hockeyହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନିOdisha Sports BureauNovember 5, 2018 by Odisha Sports BureauNovember 5, 20180818 ( ଓଡ଼ିଶାସ୍ପୋର୍ଟ): ଚଳିତ ମାସ ୨୮ ରୁ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ବିଭିନ୍ନ ଦେଶର ହେଳାଣୀ ଏଥିରେ ଯୋଗଦେବେ । ବିଶେଷ କରି ଦୁଇ ପାରମ୍ପରିକ ଦଳ ଭାରତ ଓ...
Hockeyଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀOdisha Sports BureauNovember 2, 2018 by Odisha Sports BureauNovember 2, 20180946 ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ୟ୍ୟକ୍ରମର ଉଦ୍ଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର...
Hockeyହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍Odisha Sports BureauOctober 31, 2018October 31, 2018 by Odisha Sports BureauOctober 31, 2018October 31, 201801307 (ଆଦର୍ଶ ରାଉତ): ଆସନ୍ତା କାଲି ଓଡ଼ିଶା ଏକାଦଶ ଓ ନିୟୂ ସାଉ୍ଥ୍ ୱେଲସ୍ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ...
Hockeyଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତାOdisha Sports BureauOctober 29, 2018 by Odisha Sports BureauOctober 29, 20180769 ଚଳିତବର୍ଷର ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଯୁଗ୍ମବିଜେତା ଘୋଷିତ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା...
Hockeyଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲOdisha Sports BureauOctober 27, 2018 by Odisha Sports BureauOctober 27, 20180652 (ରିପୋର୍ଟସ ଟୁଡେ): ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ପୂର୍ବ ବିଜେତା ଭାରତ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ ମଧ୍ୟରେ ଆସନ୍ତାକାଲି ସେମିଫାଇନାଲ୍ ମୁକାବିଲା ହେବ। ରାଉଣ୍ଡ୍ ରବିନ୍...
Hockeyୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତିOdisha Sports BureauOctober 24, 2018 by Odisha Sports BureauOctober 24, 201801440 କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୧ ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଅଧିକ ଲୋକପ୍ରିୟତା କରିବା...
Hockeyପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫି, ଓମାନକୁ ୧୧-୦ରେ ପରାସ୍ତ କଲା ଭାରତOdisha Sports BureauOctober 24, 2018 by Odisha Sports BureauOctober 24, 201801225 ଓମାନର ରାଜଧାନୀ ମସ୍କଟରେ ଗତକାଲିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫି। ଗତକାଲି ଭାରତ ତାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଛି। ଭାରତ ପ୍ରଥମରୁ ପ୍ରଭାବଶାଳୀ ଖେଳ...
Hockeyଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: . ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀOdisha Sports BureauOctober 24, 2018October 24, 2018 by Odisha Sports BureauOctober 24, 2018October 24, 201801350 ସମକଟ୍ରେ ଅନୁଷ୍ଠିତ ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ...