Cricketମୁଁ ସବୁବେଳେ ଧୋନିଙ୍କ ଫ୍ୟାନ୍ ହୋଇ ରହିବି: ହାର୍ଦ୍ଦିକOdisha Sports BureauMay 23, 2023 by Odisha Sports BureauMay 23, 2023085 ଚେନ୍ନାଇ: ମଙ୍ଗଳବାର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ ମ୍ୟାଚରେ ଫାଇନାଲ୍ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଆଇପିଏଲର ଚଳିତ ସିଜିନରେ ଏହି ପ୍ରଥମ ପ୍ଲେ...
Cricketଧୋନିଙ୍କ ଅଟୋଗ୍ରାଫ ଦେଖାଇ କାନ୍ଦି ପକାଇଲେ ଗାଭାସ୍କରOdisha Sports BureauMay 16, 2023May 16, 2023 by Odisha Sports BureauMay 16, 2023May 16, 2023093 ଚେନ୍ନାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଚେପକରେ ‘ଲ୍ୟାପ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଧୋନିଙ୍କୁ ପାଖରେ...
Cricketଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫOdisha Sports BureauMay 15, 2023 by Odisha Sports BureauMay 15, 20230114 ଚଳିତ ଆଇପିଏଲ କିଛି ନା କିଛି କଥାକୁ ନେଇ ଖେଳାଳୀ ହୁଅନ୍ତୁ କି ଟିମ ଚର୍ଚ୍ଚରେ ଅଛନ୍ତି ।ତେବେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଏକ ଅଦ୍ଭୁତ...
Cricketଧୋନି ଫ୍ୟାନଙ୍କ ପାଇଁ ଖୁସିଖବରOdisha Sports BureauMay 3, 2023 by Odisha Sports BureauMay 3, 2023080 ଧେ।ନୀ ଫ୍ୟାନ ଓ ଚେନ୍ନାଇ ସୁପର କିଙ୍ଗ ମାନଙ୍କ ପାଇଁ ଖୁସି ଖବର ।ଦଳର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି କଥା କହିଛନ୍ତି, ଯାହା ଧୋନୀ ଫ୍ୟାନ୍ସଙ୍କ ମନରେ ଖୁସି...
Cricketସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିOdisha Sports BureauApril 21, 2023April 21, 2023 by Odisha Sports BureauApril 21, 2023April 21, 2023095 ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା...
Cricketଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟOdisha Sports BureauMarch 30, 2022 by Odisha Sports BureauMarch 30, 20220320 ନୂଆଦିଲ୍ଲୀ: ସର୍ବଶ୍ରେଷ୍ଠ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦଶମ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ, ରବିନ୍ଦ୍ର ଜାଡେଜା ପୁଣିଥରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ଅଶ୍ୱିନ୍ ଜାଡେଜାଙ୍କ ପରେ...
Cricketଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର Odisha Sports BureauDecember 20, 2021 by Odisha Sports BureauDecember 20, 20210228 ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ...
Cricketଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱOdisha Sports BureauDecember 2, 2021 by Odisha Sports BureauDecember 2, 20210149 ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ...
Cricketଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀOdisha Sports BureauNovember 23, 2021November 23, 2021 by Odisha Sports BureauNovember 23, 2021November 23, 20210330 ନୂଆଦିଲ୍ଲୀ: କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରେ ତାଙ୍କ ବିକଳ୍ପ ଖୋଜୁଛି ଭାରତୀୟ କ୍ରିକେଟ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ କିପର ରିଷଭ ପନ୍ତଙ୍କ ଉପରେ ବେଶ କିଛି ଆଶା...
Cricketକ’ଣ ହେବ ମାହିଙ୍କ IPL କ୍ୟାରିୟର ??Odisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210157 ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ...