Hockeyହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟରOdisha Sports BureauJanuary 6, 2025 by Odisha Sports BureauJanuary 6, 2025044 ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି...
Khokhoଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେOdisha Sports BureauJanuary 4, 2025 by Odisha Sports BureauJanuary 4, 2025068 ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା...
Hockeyମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମOdisha Sports BureauNovember 21, 2024 by Odisha Sports BureauNovember 21, 2024054 ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି...
Tennisକଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍Odisha Sports BureauNovember 3, 2024 by Odisha Sports BureauNovember 3, 2024071 ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ...
Uncategorizedଦକ୍ଷିଣ ଏସୀୟ ଆଥଲେଟିକ୍ସରେ ରୌପ୍ୟ ଜିତିଲେ ଓଡିଆ ପୁଅ ପ୍ରତୀକ ମହାରଣାOdisha Sports BureauSeptember 14, 2024September 14, 2024 by Odisha Sports BureauSeptember 14, 2024September 14, 2024049 ବରଗଡ: ଜୁନିଅର ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତି ଓଡିଶାର ଯୁବ ସ୍ପ୍ରିଣ୍ଟର ପ୍ରତୀକ ମହାରଣା ପୁଣି ଥରେ ନିଜ ରାଜ୍ୟକୁ ଗର୍ବିତ କରିଛନ୍ତି । ବରଗଡ ଜିଲ୍ଲା କ୍ରୀଡା ଜଗତର ଓଡିଶାର ଏକ ଜ୍ୟୋତିର୍...
Cricketମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇOdisha Sports BureauSeptember 12, 2024 by Odisha Sports BureauSeptember 12, 2024070 ନୂଆଦିଲ୍ଲୀ: 3 ଅକ୍ଟୋବରରୁ ମହିଳା ଟି -20 ବିଶ୍ୱକପ 2024 ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଶାରଜାଠାରେ ଖେଳାଯିବ। ଏହି ପୁରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ଭାରତୀୟ...
Footballଓଡ଼ିଶା ଏଫ୍ସିର ନୂଆ କିଟ୍ ଉନ୍ମୋଚିତOdisha Sports BureauAugust 23, 2024 by Odisha Sports BureauAugust 23, 2024071 ଓଡ଼ିଶା ଏଫ୍ସି ‘୨୦୨୪-୨୫’ ଋତୁ ଲାଗି ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ଓଡ଼ିଶାର ମହନୀୟ କଳା ସଂସ୍କୃତି ତଥା ପରମ୍ପରା ଏବଂ ବିଶ୍ବ ପ୍ରସିଦ୍ଧ ହସ୍ତତନ୍ତର ଝଲକ ଦେଖିବାକୁ ମିଳୁଛି। ଜର୍ସିର...
Hockeyଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନାOdisha Sports BureauAugust 21, 2024August 21, 2024 by Odisha Sports BureauAugust 21, 2024August 21, 2024058 ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଭାରତୀୟ ହକି ଦଳର ଖେଳାଳି | ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଅଣିଥିବାରୁ ଓଡ଼ିଶାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ...
Hockeyହକି ହିରୋଙ୍କୁ ଜୋରଦାର ସ୍ୱାଗତOdisha Sports BureauAugust 21, 2024 by Odisha Sports BureauAugust 21, 2024056 ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା...
Swimmingତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତାOdisha Sports BureauAugust 6, 2024 by Odisha Sports BureauAugust 6, 2024098 ଭୁବନେଶ୍ୱର : ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦...