Badmintonବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁOdisha Sports BureauApril 28, 2023 by Odisha Sports BureauApril 28, 20230261 ଦୁବାଇ: ଦୁବାଇରେ ଚାଲିଥିବା ଏସିଆ ବ୍ୟାଟମିଣ୍ଟନ କ୍ୱାର୍ଟରଫାଇନାଲ୍ରେ ପହଞ୍ଚି ଛନ୍ତି ଭାରତୀୟ ତରକା । ପିଭି ସିନ୍ଧୁଙ୍କ ସହ ଏଚ୍ଏସ୍ ପ୍ରଣୟ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ...
Cricketବିରାଟଙ୍କ ପାଦ ଛୁଇଁଲେ ରିଙ୍କୁOdisha Sports BureauApril 27, 2023 by Odisha Sports BureauApril 27, 20230164 କୋଲକାତା ୪ଟି ମ୍ୟାଚ ହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେଏହିମ୍ୟାଚ ଖେଲା ଯାଇଥିଲା ।ଏହିମ୍ୟଚରେ ଏକ ଭିନ୍ନ ଦୃଷ୍ୟ ଦେଖିବାକୁ...
Cricketନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତOdisha Sports BureauApril 26, 2023 by Odisha Sports BureauApril 26, 20230159 ନିକଟରେ ସୁନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ ।ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ ଭିତରେ ଅନୁଷ୍ଠିତ...
Cricketରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତିOdisha Sports BureauApril 26, 2023 by Odisha Sports BureauApril 26, 20230138 WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି ରିଷଭ ପନ୍ତ । ତେବେ ଏହିି ଘଟଣା ପରେ ରିଷଭଙ୍କ ଫ୍ୟାନକୁ ଶକ୍ତ ଝଟକା ଲାଗିଛି ।ରିଷଭକୁ ସୁସ୍ଥ ହେବାକୁ ଆହୁରି...
Cricketଧୋନିଙ୍କୁ ଆଇପିଏଲରେ ଟ୍ରିବ୍ୟୁଡOdisha Sports BureauApril 25, 2023 by Odisha Sports BureauApril 25, 20230164 ୪୧ ବର୍ଷର ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ତଥା କ୍ୟାପେଟେନ କୁଲ ଧୋନି ଆଇପିଏଲରୁ ଅବସର ନେବା କଥା ପରେ ତାଙ୍କ ଫଞାନ ମାନଙ୍କୁ ଝଟକା ଲାଗିଛି । ରବିବାର ଇଡେନ ଗାଡେନରେ ଚେନ୍ନାଇ ଓ...
Hockey୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକିOdisha Sports BureauApril 25, 2023 by Odisha Sports BureauApril 25, 20230138 ଚେନ୍ନାଇ: ୧୬ ବର୍ଷ ପରେ ଚେନ୍ନାଇର ରେ ଖେଳାଯିବ ହକି । ଦୀର୍ଘ ୧୬ ବର୍ଷ ଅପେକ୍ଷାର ଅନ୍ତ ପରେ ପରୁଷ ହକି ଏସିଆ ଚମ୍ପିୟାନସିପ ଅଗଷ୍ଟ ଶେଷ ସପ୍ତାହରେ ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ...
CricketWTC କୁ ଫେରିଛନ୍ତି ଆଜିଙ୍କ୍ୟ ରହାଣେOdisha Sports BureauApril 25, 2023 by Odisha Sports BureauApril 25, 20230159 ବିସିସିଆଇ ପକ୍ଷରୁ ୱାର୍ଲ୍ଡ ଯେଷ୍ଟ ଚାମ୍ପିୟନସିପର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ୧୫ ଜଣିଆ ଭାରତୀୟ ଟିମ ଘୋସଣା ହୋଇଛି ।ଏହି ତାଲିକାରେ କିଛି କିଛି ପରିବର୍ତ୍ତନ ହୋଇଛି ଯେଉଁଠାରେ ଦେଖିବାକୁ ମଳିଛି...
Hockey୧୦ ବର୍ଷ ଯାଏ ଓଡ଼ିଶା ହେବ ହକିର ପ୍ରାୟୋଜକOdisha Sports BureauApril 24, 2023 by Odisha Sports BureauApril 24, 20230161 ରାଜ୍ୟର କ୍ୟାବିନେଟେ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ୧୫ଟସି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ସେହିପରି ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ୟ୍ୟନ୍ତ ପ୍ରାୟୋଜକ ହେବାକୁ...
Cricketଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀOdisha Sports BureauApril 24, 2023 by Odisha Sports BureauApril 24, 20230170 ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକାକଳାରେ ଜନ୍ମଦିନ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ। ଦ୍ଦିଗଜ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ନଦିବ ଆଜି । ଜନ୍ନଦିବ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ...
Wrestlingରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘOdisha Sports BureauApril 24, 2023April 24, 2023 by Odisha Sports BureauApril 24, 2023April 24, 20230160 ନୂଆଦିଲ୍ଲୀ: ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ । ଗତ କାଲିଠାରୁ ରାତିରୁ ଆଜି ଦିନ ତମାମ ସେମାନେ ଧାରଣାରେ ବସିଛନ୍ତି । କହିଛନ୍ତି...