Cricketପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲOdisha Sports BureauJuly 6, 2024 by Odisha Sports BureauJuly 6, 2024059 ଆଜି ଠାରୁ ଭାରତୀୟ ଯୁବ ବାହିନୀ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଯାଇଛି ୫ଟିକିଆ ଟି-୨୦ ସିରିଜ। ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ...
Cricketଟିମ ଇଣ୍ଡିଆ ପାଇଁ ୧୧୬ ରନ୍ ରହିଛି ବିଜୟ ଲକ୍ଷ୍ୟOdisha Sports BureauJuly 6, 2024 by Odisha Sports BureauJuly 6, 2024050 ହରାରେ: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଛ ଭାରତୀୟ ଦଳ । ଏହି ମ୍ୟାଚ ହରାରେର ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଛି।...
CricketT-20 ପରେ ଆଇପିଏଲ୍ରୁ ବିଦାୟ ନେବେ କି ହିଟ୍ମ୍ୟାନ୍ ?Odisha Sports BureauJuly 2, 2024 by Odisha Sports BureauJuly 2, 2024057 ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିଅନହୋଇଛି ଭାରତ | ଏହାପରେ ଅନ୍ତରାଷ୍ଟ୍ରୀୟ ଟି-୨୦ରୁ ଅବସର ନେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ହେଲେ ଏବେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି...
Cricketଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲOdisha Sports BureauJuly 2, 2024July 2, 2024 by Odisha Sports BureauJuly 2, 2024July 2, 2024093 ମୁମ୍ବାଇ: ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଜିମ୍ବାୱେ ଗସ୍ତରେ ଟିମ ଇଣ୍ଡିଆ । ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି...
Cricketପାକିସ୍ତାନକୁ ୬ ରନ୍ରେ ପରାସ୍ତ କଲା ଭାରତOdisha Sports BureauJune 10, 2024 by Odisha Sports BureauJune 10, 2024082 ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ...
Cricketବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆOdisha Sports BureauJune 6, 2024 by Odisha Sports BureauJune 6, 2024067 ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ...
Cricketଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱOdisha Sports BureauMay 24, 2024May 24, 2024 by Odisha Sports BureauMay 24, 2024May 24, 2024050 ବ୍ୟୁରୋ ରିପୋର୍ଟ: T20 ବିଶ୍ୱକପ୍ ୨୦୨୪ ଜୁନ୍ ୧ ରୁ ଆରମ୍ଭ ହେଉଛି । ସମସ୍ତ ଦଳ ଏ ସମ୍ପର୍କରେ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିପାଇଁ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଆମେରିକା ଯିବ।...
Cricketଟି-୨୦ ବିଶ୍ୱକପ୍ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳିOdisha Sports BureauMay 24, 2024 by Odisha Sports BureauMay 24, 2024046 ନ୍ୟୁୟର୍କ: ଦ୍ୱିତୀୟ ଟି-୨୦ରେ ଆମେରିକା ବାଂଲାଦେଶକୁ ପରାସ୍ତ କରିଛି। ଆୟୋଜକ ଆମେରିକା ୩ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଛି। ଆମେରିକା ପ୍ରଥମ ଟି -୨୦ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଥିଲା।...
Cricketଭାରତୀୟ କ୍ରିକେଟ ଦଳର ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନାOdisha Sports BureauMay 9, 2024 by Odisha Sports BureauMay 9, 2024059 ନୂଆଦିଲ୍ଲୀ: ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା।...
Cricketପ୍ରଥମ ଟି-୨୦ ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରିOdisha Sports BureauJanuary 12, 2024January 12, 2024 by Odisha Sports BureauJanuary 12, 2024January 12, 2024061 ମୋହାଲିରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ରେ ବାଜି ମାରିଲା ଭାରତ । ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି...