Tag : India

Cricket

ଏସିଆ କପ୍ ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା

Odisha Sports Bureau
ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଗୁରୁବାର ବିଳମ୍ବିତ ରାତିରେ...
Cricket

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau
ଆଇସିିସି ଦିନିକିଆ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ତିନି ଭାରତୀୟ ବ୍ୟାଟର ଅଛନ୍ତି । ଏହି ତାଲିକାରେ ଟପ-୨ରେ ଭାରତୀୟ ଓପନର ଶୁଭମନ ଗିଲ ଅଛନ୍ତି । ୨୦୧୯ ଜାନୁଆରୀ...
Football

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

Odisha Sports Bureau
ନୂଆଦିଲ୍ଲୀ : ଏକ ଚାଞ୍ଚଲ୍ୟକର ଖବର ମଙ୍ଗଳବାର ଭାରତୀୟ କ୍ରୀଡ଼ା ଦୁନିଆକୁ ଦୋହଲାଇ ଦେଇଛି । ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁସାରେ ଭାରତୀ । ଫୁଟବଲ ଦଳ ଚୟନ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ...
Cricket

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau
ନୂଅ।ଦିଲ୍ଲୀ: ଦିନିକିଅ। ବିଶ୍କପକୁ ଅ।ଉ ମାତ୍ର ଗୋଟିଏ ମାସ ବାକି ରହିଛି | ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା | ପ୍ରଥମ ଥର...
Khokho

ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ

Odisha Sports Bureau
ସୁନ୍ଦରଗଡ଼: ଓଡିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ର ପୁଅ | ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ ବିଶାଳ ଓରାମ। ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ...
Cricket

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

Odisha Sports Bureau
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିଛନ୍ତି । କଲମ୍ବୋରେ ଆର୍ ପ୍ରୋମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପର ସୁପର-୪ ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦...
Cricket

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau
କଲମ୍ବୋ : ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ବିରାଟ କୋହଲି ଏକାଧିକ କୀର୍ତିମାନ ହାସଲ କରିଛନ୍ତି । ଏସିଅ । କପର ସୁପର ୪ର ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନର...
Tennis

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

Odisha Sports Bureau
ଭୁବନେଶ୍ୱର; ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ । ଏହା ଜୋକୋବିଚଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ କ୍ଷେତ୍ରରେ...
Cricket

ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ : ଷ୍ଟାଡିୟମରେ ବସି ମାଗଣାରେ ଖେଳ ଦେଖିବେ ଦର୍ଶକ

Odisha Sports Bureau
କଟକ : ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ଆସନ୍ତା ୧୫ ତାରିଖରୁ ଏହି ମ୍ୟାଚ ଖେଳାଯିବ | ଏହି ୮ଟି ଦଳ ହେଲେ ଆସାମ , ହିମାଚଳ ପ୍ରଦେଶ, କେରଳା ,...
Cricket

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

Odisha Sports Bureau
ନୂଆଦିଲ୍ଲୀ : କଲମ୍ବୋରେ ରବିବାର ଭାରତ-ପାକ୍‌ ଲଢ଼େଇ ହେବ | କଲମ୍ବୋର ଆର୍‌ ପ୍ରେମାଦାସା ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍‌ଡୋରରେ ଅଭ୍ୟାସ କରିଛନ୍ତି।...