Footballମେସିଙ୍କୁ ତୃତୀୟଥର ପାଇଁ ମିଳିଲା ‘ଗୋଲ୍ଡେନ ଶୁ’ ପୁରଷ୍କାରOdisha Sports BureauOctober 17, 2019 by Odisha Sports BureauOctober 17, 20190874 (ଓଡିଶା ସ୍ପୋର୍ଟସ): ବର୍ଷିର୍ଲୋନାର କ୍ୟାପଟେନ୍ ଲିଓନାଲ ମେସି ୟୁରୋପିୟ ଲିଗରେ ସର୍ବାଧିକ ଗୋଲି ସଂଗ୍ରହ କରିଥିବାରୁ ଷଷ୍ଠଥର ପାଇଁ ‘ଗୋଲ୍ଡେନ ଶୁ’ ହାସଲ କରିଛନ୍ତି । ସେ ଚଳିତ ବର୍ଷ ୩୬ ଗୋଲ କରିଛନ୍ତି,...
Cricket‘ଲଡ଼ର୍ସ’ରେ କିଏ ହେବ ବିଶ୍ୱ ବିଜେତା?Odisha Sports BureauJuly 14, 2019 by Odisha Sports BureauJuly 14, 201901131 (ଓଡ଼ିଶା ସ୍ପୋର୍ଟ) : ଆଜି ଆଇସିସି ବିଶ୍ୱକପ ୨୦୧୯ର ଫାଇନାଲ ମୁକାବିଲା । ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର...
Cricketଧୋନିଙ୍କ ପାଇଁ ଆଇସିସି ଜାରି କରିଛି ଏକ ଭିଡ଼ିଓ , ଜାଣନ୍ତୁ ଏହାର କାରଣOdisha Sports BureauJuly 6, 2019 by Odisha Sports BureauJuly 6, 20190906 (ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ମେହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି । . ଭିଡିଓରେ...
Cricketପାକିସ୍ତାନ ବିଶ୍ୱକପ ଖେଳିବ : ଆଇସିସିOdisha Sports BureauMarch 3, 2019 by Odisha Sports BureauMarch 3, 20190538 (ଓଡ଼ିଶା ସ୍ପୋର୍ଟ) ପୁଲୱାମା ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ଆସିଛି ବଡ ନିଷ୍ପତ୍ତି । ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପାକିସ୍ତାନ ସହ ସମ୍ପର୍କ...
Cricketରେକର୍ଡ଼ର ଅନ୍ୟ ଏକ ପୃଷ୍ଠା ଯୋଡ଼ିଲେ କ୍ରିସ ଗେଲOdisha Sports BureauMarch 3, 2019 by Odisha Sports BureauMarch 3, 20190762 (ଓଡ଼ିଶା ସ୍ପୋର୍ଟ) କ୍ରିସ ଗେଲ କ୍ରିକେଟ ଜଗତରେ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ ।ଗତକାଲି ରାତିରେ ଛକା ର ବର୍ଷା କରି ଇତିହାସ ରଚିଛନ୍ତି ଗେଲ । ତେବେ ଏହା ପୂର୍ବରୁ ଗେଲ୍...
More Sportsରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନOdisha Sports BureauFebruary 17, 2019 by Odisha Sports BureauFebruary 17, 201901061 (ଓଡିଶାସ୍ପେଟର୍ସ /ନାଗପୁର): ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ଲଗାତାର ଦ୍ୱିତୀୟ ଋତୁ ପାଇଁ ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ...
Cricketପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟOdisha Sports BureauFebruary 17, 2019February 17, 2019 by Odisha Sports BureauFebruary 17, 2019February 17, 201901051 (ଓଡିଶା ସ୍ପୋର୍ଷ୍ଟସ/ଡର୍ବାନ): ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ୟ୍ୟ ୩୦୪ ରନର ଟାର୍ଗେଟ୍କୁ ପିଛା କରିଥିବା...
Cricketଭାରତ ବିଶ୍ୱକପର ଦାବିଦାର ନୁହେଁ: ଗାଭାସ୍କରOdisha Sports BureauFebruary 17, 2019February 17, 2019 by Odisha Sports BureauFebruary 17, 2019February 17, 201901068 (ଓଡିଶା ସ୍ପୋର୍ଷ୍ଟସ/ମୁମ୍ବାଇ): ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ଭାରତ ଅନ୍ୟତମ ଦାବିଦାର । ହେଲେ ଭାରତ ଆସନ୍ତା ବିଶ୍ୱକପର ଦାବିଦାର ବୋଲି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର ଏଥିରେ ଏକମତ ନୁହନ୍ତି ।...
Badmintonଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେOdisha Sports BureauFebruary 15, 2019 by Odisha Sports BureauFebruary 15, 20190523 (ଓଡ଼ିଶା ସ୍ପୋର୍ଟ) : ଆସାମର ଗୌହାଟୀଠାରେ ୮୩ତମ ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ୱାଲଙ୍କ ସହିତ ପାରୁପଲ୍ଲୀ କଶ୍ୟପ ଓ ସୌରଭ ବର୍ମା ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଜାତୀୟ ବ୍ୟାଡମିଣ୍ଟନ...
Cricketକପିଲ ଦେବଙ୍କ ରେକର୍ଡ଼ ଭାଙ୍ଗିଲେ ଡେଲ ଷ୍ଟେନ ଭାଙ୍ଗିOdisha Sports BureauFebruary 15, 2019 by Odisha Sports BureauFebruary 15, 20190652 (ଓଡ଼ିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଭାଙ୍ଗି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୪୩୪ଟି...